ଭୁବନେଶ୍ୱର, ୭/୯: ଶନିବାରଠାରୁ ରାଜ୍ୟର ଗଡ଼ିଛି ସୁଭଦ୍ରା ରଥ । ସୁଭଦ୍ରା ଯୋଜନାରେ ନେଇ ଲୋକଙ୍କୁ ସଚେତନ କରିବାକୁ ଗାଁ ଗାଁରେ ବୁଲୁଛି ରଥ । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି । […]Continue Reading
By Our Correspondent Bhubaneswar, Odisha, Sept 6 : Today the members of All Odisha Contractor Welfare Association (AOCWA), led by Jagadish Patra, President Rabi Narayan Mohapatra Joint Secretary Anshul Patelmet Sri Mohan Charan Majhi, Hon’ble CM Odisha and invited him for the 2nd edition of the Odisha Infrastructure Conclave (OIC). The prestigious event will be Continue Reading
ଭୁୁବନେଶ୍ୱର, ୬/୯: ବିଜେପିରେ ମିଶିବା ପରେ ବିସ୍ଫୋରଣ ଘଟାଇଲେ ସୁଜିତ କୁମାର । ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା । ପ୍ରାୟ ଦେଢ ବର୍ଷ ହେଲା ଦଳରେ ମୋତେ ଅଣା ଦେଖା କରାଯାଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା ।ଜଣେ ଦୁଇ ଜଣ ବଡ ନେତାଙ୍କ ଗୋଲାମୀ ପାଇଁ କୁହାଯାଉଥିଲା । ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ, […]Continue Reading
ଭୁବନେଶ୍ୱର, ୬/୯: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମତେ ୭ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି ।ସତ୍ୟପ୍ରକାଶଙ୍କ ଭୁବନେଶ୍ଵର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ସଂମ୍ପର୍କିୟଙ୍କ ଘର, ଝାରପଡ଼ା ଜେଲ କଲୋନୀ ସ୍ଥିତ ସରକାରୀ ବାସ ଭବନ, ଖଣ୍ଡଗିରି ସ୍ଥିତ ନିଜ ଘର, ଭଦ୍ରକ ଧୂଷିରି ସ୍ଥିତ […]Continue Reading
By Sukant Mohanty Bhubaneswar, Sept. 4.: The Security Solutions business of Godrej & Boyce, part of Godrej Enterprises Group, has unveiled its latest range of high-security products designed specifically for the jewellery sector, the Defender Aurum Pro as per the newly created Class E standards prescribed by BIS. This launch comes at a crucial time […]Continue Reading
ଭୁବନେଶ୍ୱର,୪/୯: ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ମଙ୍ଗଳବାର Continue Reading
ଭୁବନେଶ୍ୱର,୪/୯ : ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ ବୋଲି ଶ୍ରୀମତି ପରିଡ଼ା ଘୋଷଣା କରିଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ ।ଏହା ସହିତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ […]Continue Reading
ଭୁବନେଶ୍ୱର,୪/୯ : ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ମିଳିବ ନୂଆ ରାସନ କାର୍ଡ। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଛନ୍ତି। ଋ-କଣଉ ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର କଣଉ ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ।ପୂର୍ବରୁ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ […]Continue Reading
ଭୁବନେଶ୍ୱର, ୪/୯ : ଭୁବନେଶ୍ୱର IIT କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।ଗତକାଲି ରାତି ପ୍ରାୟ ୧୧ଟା ସମୟରେ IIT କ୍ୟାମ୍ପସ ଭିତରେ ଥିବା ହଷ୍ଟେଲ ନିକଟରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଦେଖିଲା ବେଳକୁ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିଲେ। Continue Reading
By Chandrabhanu Singh Rayagada/Bhubaneswar, Sept. 3: The phase-3 clinical trial for India’s first Indigenous dengue vaccine, ‘DengiAll,’ commenced at the Kalinga Institute of Medical Sciences (KIMS) on Tuesday. This trial aims to evaluate the efficacy of the Indigenous tetravalent dengue vaccine developed by Panacea Biotec in collaboration with the Indian Council of Continue Reading




