ଭୁବନେଶ୍ୱର,୧୫/୯: ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ। ଭର୍ଚ୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି।ତେବେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋ ଭୁବନେଶ୍ବର, କଟକ, ଜଖପୁରା, Continue Reading
ଭୁବନେଶ୍ୱର, ୧୫/୯ : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ଲଘୁଚାପଟି ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିଲା । ଏହି ଲଘୁଚାପ ଉତ୍ତର ପଶ୍ଚିମ ଦେଇ ଗତି କରୁଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ତିନି ଜିଲ୍ଲାକୁ ଅରେଞ୍ଜ Continue Reading
ଭୁବନେଶ୍ୱର, ୧୪/୯ : ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଅଭିଯାନ ନାଁକୁ ପରିବର୍ତ୍ତନ କରାଯାଇଛି । ମୋ ସ୍କୁଲକୁ ନାଁକୁ ବଦଳାଇ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ନାମକରଣ କରାଯାଇଛି । ଏ ନେଇ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।୨୦୧୭ରୁ ପୂର୍ବତନ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ନୂତନ ସରକାର ଆସିବା ପରେ ଏହି ନାଁକୁ ପରିବର୍ତ୍ତନ କରି ପଞ୍ଚଶଖା ଶିକ୍ଷା ସେତୁ ଯୋଜନା […]Continue Reading
ଭୁବନେଶ୍ୱର,୧୪/୯: ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ।ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜି ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝରକୁ ରେଡ ଆଲର୍ଟଜାରି କରାଯାଇଛି।ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳକୁ ଅରେଞ୍ଜ ୱାର୍ନିଂ ଏବଂ ଢେଙ୍କାନାଳ, ଯାଜପୁର, Continue Reading
By Subrat Sarangi Bhubaneswar, Sept 13 : As part of its commitment to the health and well-being of the community, ArcelorMittal Nippon Steel India (AM/NS India) has observed National Nutrition Weekat its operational locations in Odisha.This year’s theme, “Nutritious Diets for Everyone,” aligns with the United Nations’ Sustainable Development Goals, Continue Reading
ଭୁବନେଶ୍ଵର, ୧୩/୯ : ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ୱୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, Continue Reading
ଭୁବନେଶ୍ୱର, ୧୩/୯ : ଭବାନୀପାଟଣାରୁ ହୋଇଥିଲା ଅପହରଣ। ଆଉ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟର ଆଉଟ୍ହାଉସ୍ରୁ ମିଳିଲା ମୃତଦେହ। ହେଲେ ପ୍ରେମିକ ଫେରାର। ମୃତଦେହ ମିଳିବା ପରେ ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅପହରଣ କରି ଭୁବନେଶ୍ୱରରେ ଝିଅକୁ ମାରିଦେଲା ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।କୋରାପୁଟ ଦାମନଯୋଡ଼ି ଥାନା Continue Reading
ଭୁବନେଶ୍ୱର, ୧୩/୯ : ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବ୍ ଶୀଘ୍ର ଭୁବନେଶ୍ୱର ସହରରେ ଓମଫେଡ୍ ଭେଣ୍ଡିଂ ମେସିନ୍ ସ୍ଥାପନା କରାଯିବ । ଡିଜିଟାଲ ପେମେଣ୍ଟ କରି ଗ୍ରାହକ କ୍ଷୀର ପ୍ୟାକେଟ୍ ନେଇପାରିବେ । ଏ ନେଇ ଯୋଜନା କରାଯାଇଥିବା ଓମଫେଡ୍ ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।ଓମଫେଡ୍ ଏମଡିଙ୍କ ସୂଚନା ମୁତାବକ ପ୍ରାଥମିକ ପର୍ୟ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ୍ ବସାଇବାକୁ ଯୋଜନା ହୋଇଛି । ପରେ ସହରର […]Continue Reading
By Our Correspondent Bhubaneswar, Sept 12 : Staying committed to delivering quality in-house mobility solutions, Nibav Lifts, India’s largest home elevator brand, has introduced its revolutionary Nibav Series 4 Home Lifts. This new launch seamlessly integrates advanced technology with exceptional design, offering Bhubaneshwar homeowners an elevated experience of Continue Reading
ଭୁବନେଶ୍ବର, ୧୨/୯ : ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ବା ଥଇଥାନ ଉପରେ ଲାଗିଲା ବ୍ରେକ୍ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ୪ଜଣିଆ କମିଟିର ସୁପାରିଶ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିପାରିବ ନାହିଁ ।ଏପରିକି କୌଣସି ପୁନଃନିଯୁକ୍ତିକୁ ପୋଷ୍ଟଫେକ୍ଟୋ(ପିଛିଲା ଭାବେ) ମଧ୍ୟ ଅନୁମୋଦନ ମିଳିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ନହୁଏ ତା’ହେଲେ ପୁନଃନିଯୁକ୍ତି Continue Reading




