ଭଦ୍ରକ,26/12: ପ୍ରବଳ କୁହୁଡ଼ି ପାଇଁ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକର ଗେଲପୁର ପାୱାର ହାଉସ ଛକ ନିକଟରେ ପୁରୀରୁ କଲିକତା ଫେରୁଥିବା ବେଳେ ଏକ କାର୍ ଓ ଏକ ସ୍କର୍ପିଓ ଗାଡ଼ିକୁ ରାସ୍ତା ଦେଖା ନ ଯିବାରୁ ଡିଭାଇଡର ଉପରକୁ ଚଢ଼ାଉ ଦେଇଥିଲେ।ଏହାଫଳରେ ଘଟଣାସ୍ଥଳରେ କାରରେ ଥିବା ପଶ୍ଚିମବଙ୍ଗର ଲୋକମାନେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ପ୍ରାଥମିକ Continue Reading

ଭଦ୍ରକ,୧୯/୧୨: ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ପଗଡ଼ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁରୀ ମୁଣ୍ଡା। ଅଭିଯୁକ୍ତ ପୁଅ ଚୁକି ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।ବୁରୀଙ୍କ ତାଙ୍କ ପୁଅଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ […]Continue Reading
ଭଦ୍ରକ,୮/୧୨: ‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍ ଅଛି। ରେଟ୍ ଛିଣ୍ଡାଅ, କାମ କରିବି।’ ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ।ନିଲମ୍ବିତ ହୋଇଥିବା ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ […]Continue Reading

ଭଦ୍ରକ, ୬/୧୧: ଆଜି ଧାମନଗରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗଣତି । ମୋଟ୍ ୧୪ ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଇଭିଏମରେ ଭୋଟିଂ ହୋଇଥିବାରୁ ଅପରାହ୍ଣ ୪ଟା ସୁଦ୍ଧା ଫଳାଫଳ ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି ।ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ […]Continue Reading

ଭଦ୍ରକ, ୨/୧୧ : ରାତିପାହିଲେ ଧାମନଗର ଉପନିର୍ବାଚନ । ନିଜ ବିଧାୟକ ବାଛିବେ ଧାମନଗର ବାସୀ । ମଙ୍ଗଳବାର ଠାରୁ ପ୍ରଚାର ସରିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ।ତେବେ ସମୁଦାୟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହେବ । ୧୨୬ ବୁଥରେ ୱେବ କାଷ୍ଟିଂ ହେବ । ୧୧୦ ଉତ୍ତେଜନା ପ୍ରବଣ ବୁଥ ପାଇଁ ପୋଲିସ ତରଫରୁ ୪ କମ୍ପାନୀ ସିଆରପିଏଫ୍ , ୨୪ […]Continue Reading

ଭଦ୍ରକ/ଧାମନଗର, ୧୫/୧୦: ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ଵିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟ ସମୟରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଛାତ୍ରୀ ତଳେ ପଡ଼ିଯାଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ଉକ୍ତ ଛାତ୍ରୀଙ୍କୁ ତତକ୍ଷଣାତ୍ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ Continue Reading
ଭଦ୍ରକ,୭/୧୦: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ହୋଇପାରିବ।ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ଯାଏ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ଜଣେ ପ୍ରସ୍ତାବକ ମନୋନୟନ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ତହସିଲଦାର Continue Reading

ଭଦ୍ରକ,୪/୧୦: ମଙ୍ଗଳବାର ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ୍ ପକ୍ଷରୁ ଜିଲ୍ଲାରୁ ଆଜି ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ହୋଇଛି।ବସ୍ ସିଣ୍ଡିକେଟର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାରେ କେତେକ ଅସାମାଜିକ ଲୋକ ଦୌରାତ୍ମ୍ୟ ଚଳାଇଛନ୍ତି। ସେମାନେ ନିୟମିତ ଭାବେ ବସରୁ ବଟି ଆଦାୟ କରୁଛନ୍ତି। ଏହି ଘଟଣାକୁ ନେଇ ସେମାନେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବାକୁ ବି Continue Reading

ଭଦ୍ରକ,୩/୧୦: ଆଉ ମାସଟିଏ ମଧ୍ୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଉପ ନିର୍ବାଚନ ପାଇଁ ଉପନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି।କିନ୍ତୁ ଏବେ ୩ ଦଳ କେଉଁ ପାର୍ଥିଙ୍କୁ ନିର୍ବାଚନି ରଣାଅଙ୍ଗନକୁ ଓହ୍ଲାଇବେ ସେନେଇ ଆଲୋଚନା ଏବେ ସରଗରମ ସରଗରମ ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ଏଥର ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ଉପନିର୍ବାଚନରେ ବିଧାୟକ ପଦ ଦୌଡ଼ରେ ଅନେକ Continue Reading

ଭଦ୍ରକ ୧୮/୯: ଭୁଲ ଇଞ୍ଜେକସନ୍ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହି ଅଭିଯୋଗରେ ଜଣେ ଘରୋଇ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀଙ୍କୁ ଆକ୍ରମଣ ।ଏପରି ଘଟଣା ଭଦ୍ରକରେ ଗ୍ରାମାଞ୍ଚଳ ଥାନା ଅଧୀନ ଚେକ ଗେଟ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି। କରଞ୍ଜଆଡ଼ିଆର ରାଜମୋହନ ପଣ୍ଡା (୧୧) ଅସୁସ୍ଥ ଥିବାରୁ ଥିବାରୁ ତାଙ୍କୁ ଏହି ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ପରେ ତାଙ୍କୁ ଏକ Continue Reading