ଭଦ୍ରକ,୬/୭ : ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି ପଡ଼ିଥିବାରୁ ଏମିତି ହେଲା ବୋଲି ଅଭିଯୋଗ ହୋଇଛି।ଗୋଳକ ଦାସ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ଖାଦ୍ୟରେ ଛୋଟ ଝିଟିପିଟି ଟିଏ ପଡ଼ିଥିଲା। ଝିଟିପିଟିଟି ବହୁତ ଛୋଟ ଥିଲା। Continue Reading
ଭଦ୍ରକ,୨୩/୫: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ ଭଦ୍ରକର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୨୪୮ତମ ରାଙ୍କ ଆଣିଛନ୍ତି। ସର୍ବ ଭାରତୀୟ ସ୍ତରରେ ଏହି ସଫଳତା ହାସଲ କରିବା ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶୋଭାଙ୍ଗୀ ଖୁଣ୍ଟିଆ କହିଛନ୍ତି, ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବି। ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ଲକ୍ଷ୍ୟ Continue Reading




