ଭଦ୍ରକ ,୧୪/୧୦: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚରମ ସୀମାରେ ପହଞ୍ଚିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ। ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ। ଏନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର।ସେ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। ୨୦୧୯ ନିର୍ବାଚନରେ ମୁଁ ଅଳ୍ପ Continue Reading
ଭଦ୍ରକ,୪/୭: ପ୍ରକୃତି ବଡ ବିଚିତ୍ର ଆଉ ବିଚିତ୍ର ଏହାର ସୃଷ୍ଟି। ମନେପଡେ ଟୀକା ଗୋବିନ୍ଦଚନ୍ଦ୍ରଙ୍କ ବହିରୁ ସେଇ ଦୁଇପଦ, ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।ଜନ୍ମ ଓ ମୃତ୍ୟୁର ଲୁଚକାଳି ଖେଳରେ ବଳି ପଡନ୍ତି ଅନେକ କୋମଳମତି ଶିଶୁ। ଯିଏ ଦୁନିଆଁ କଣ ଦେଖିନି ସଂସାର କଣ ଜାଣିନି ତଥାପି ଭଗବାନ୍ ସେମାନଙ୍କ ପ୍ରତି ଏତେ ନିଷ୍ଠୁର କାହିଁକି? ଫୁଲଟିଏ ଫୁଟିବା ଆଗରୁ ଝରିପଡିଲା । ବୟସ ମାତ୍ର ନଅ। ବାପା […]Continue Reading
ଭଦ୍ରକ,୧/୬: ମେଡିକାଲରେ ରୋଗୀ ଓ ତାଙ୍କ ସର୍ମ୍ପକୀୟଙ୍କ ଉପରେ ମାଡ଼ି ଗଲା ଗାଡ଼ି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଛୋଟ ପିଲା ଥିବା ଜଣାଯାଇଛି।ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ Continue Reading

ଭଦ୍ରକ, ୩୦/୪ : ଶେଷରେ ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କୁ ବି ଛାଡିଲେନି ଅସାମାଜିକ ବ୍ୟକ୍ତି । ଜିଲ୍ଲାପାଳଙ୍କ ଫଟୋକୁ ନିଜ ହ୍ୱାଟସ୍ଆପ୍ ଡିପିରେ ରଖି ବ୍ୟକ୍ତିଜଣକ ବିଡିଓ ସମେତ ସରକାରୀ ଅଧିକାରୀଙ୍କୁ ମାଗୁଛନ୍ତି ଟଙ୍କା ।ଜିଲ୍ଲାପାଳଙ୍କ ନଜରକୁ ଏହା ଆସିବା ପରେ ତୁରନ୍ତ ଏ ନେଇ ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛି। ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବା ବେଳେ ଖୋଦ Continue Reading
ଭଦ୍ରକ ୨୯/୩ : ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା , ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଦିନିଆ ରିମାଣ୍ଡ ।ଖବର ଅନୁଯାୟୀ, ସୋମବାର ଦିନ ଭଦ୍ରକର ନଲାଙ୍ଗରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ ପରେ Continue Reading