ନୀଳଗିରି,୩୧/୩: ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛି। ହତ୍ୟା ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡ଼ିହିସାହିରେ ଶୁକ୍ରବାର ପୁଲିସ ଉପରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ ଅନନ୍ତ ମୁର୍ମୁଙ୍କ ସମେତ ୩ ଜଣ କନେଷ୍ଟବଳ। ତେବେ ପୁଲିସ କୌଶଳ କ୍ରମେ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ ଗିରଫ କରିବାରେ ସଫଳ ହୋଇଛି।ସୂଚନାଯୋଗ୍ୟ, ଏକ ହତ୍ୟା Continue Reading
It’s proud to be born on the soil of Bhogarai: Educationist Bidubendu Patraସୁଦାମ କୁମାର ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୧୮/୩: ବାଲେଶ୍ୱର ଜିଲ୍ଲାର ଭୋଗରାଇ ଠାରେ ରଘୁନାଥ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ରଣସିଂହପୁର ଗ୍ରାମ ସ୍ଥିତ କନ୍ଥିଭଉଁରୀ ପଞ୍ଚାୟତ ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ଏଥିରେ ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ଖନ୍ତlପଡl ସ୍ଥିତ ଏକାଧିକ ଇଞ୍ଜିିୟରିଙ୍ଗ୍ କଲେଜର ପ୍ରାଣ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୯ । ୩: ବାଲେଶ୍ୱର ରେ ଟିପିଏନ୍ଓଡିଲ ର ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାନୀୟ ହୋଟେଲ୍ରେ ବିଶ୍ୱ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଟିପିଏନ୍ଓଡିଲ ଅଧିନରେ ଥିବା ବିଭିନ୍ନ କାର୍ଯ୍ୟାଳୟରୁ ଶତଧିକ ମହିଳା କର୍ମଚାରୀ ମାନେ ଯୋଗ ଦେଇଥିଲେ ।ଟିପିଏନ୍ଓଡିଲ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀବହ୍ଲବ ସିଂ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କର୍ମ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ଉପରେ Continue Reading
ବାଲେଶ୍ୱର,୩/୩ : ଜଳିନି ଚତୁର୍ଥୀ ହୋମ ନିଆଁ। ତା’ ପୂର୍ବରୁ ନବବଧୂର ମଥାରୁ ଲିଭିଗଲା ସିନ୍ଦୁର। ସଂସାର ଗଢିବା ଆଗରୁ ଜୁଇରେ ଜଳିଲା ସିନ୍ଦୁର। ଦୁଇ ଦିନ ତଳେ ସାତ ଜନମର ସାଥି କରିଥିବା ସାଥୀକୁ ପର କରି ଆରପାରିକୁ ଚାଲିଗଲା ବର। ଆଜି ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଖଡ଼ୁପହି ସାହିରେ।ଖଡ଼ୁପହି ସାହି ଅଜୟ କୁମାର ଭଞ୍ଜଙ୍କର ବୁଧବାର ଦିନ ଧୁମ୍ଧାମ୍ରେ ବିବାହ ସମ୍ପନ୍ନ ହୋଇଥିଲା। ଆଜି ଚତୁର୍ଥୀ […]Continue Reading
ବାଲେଶ୍ୱର,୨୫/୨: ପାକିସ୍ତାନକୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା।କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା Continue Reading
ବାଲେଶ୍ବର,୨୪/୨: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲଦା ଛକ ନିକଟରେ ଗତ ରାତିରେ ଜଣେ ଔଷଧ ଦୋକାନୀଙ୍କୁ ୩ ଯୁବକ ଆକ୍ରମଣ କରିବା ଫଳରେ ଦୋକାନୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ୨ ବର୍ଷର ଶିଶୁପୁତ୍ର ଆହତ ହୋଇଛନ୍ତି। ସେମାନେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୂଚନା ଅନୁସାରେ ବାଇନଣ୍ଡା ଗ୍ରାମର ଚିନ୍ମୟ ଜେନା ବେଲଦା ଛକ ନିକଟରେ ଔଷଧ ଦୋକାନ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ପତ୍ନୀ ଜୟଶ୍ରୀ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଜଣେ […]Continue Reading

ବାଲେଶ୍ୱର,୨୩/୨: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୪ ଜଣ ଡିଏସପି, ୧୦ ଇନ୍ସପେକ୍ଟର, ୨ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୧ ।୨: ବାଲେଶ୍ୱର ସହର ଉପକଣ୍ଠ ଖାନନଗର ପଞ୍ଚାୟତ ଅନ୍ତର୍ଗତ କୁରକୁରା ଗ୍ରାମର ଅକ୍ଷୟ ବିଶ୍ୱାଳଙ୍କ ଘରେ ନିଆଁ ଲାଗି ଘରଟି ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି । ଭଡା ଗାଡି ଚଳାଇ ନିଜ ପରିବାରର ଭରଣ ପୋଷଣା କରୁଥିଲେ ଅକ୍ଷୟ । ଏଭଳି ଦୁର୍ଦ୍ଦଶା ପରେ ଦୁଃଖରେ ଭାଙ୍ଗି ପଢିଛନ୍ତି ଅକ୍ଷୟଙ୍କ ପରିବାର । ଏହି ବିପଦ ସମୟରେ ଅକ୍ଷୟଙ୍କୁ ସୁବର୍ଣ୍ଣ ସମ୍ପର୍କ ପରିବାର ରେମୁଣା ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇଛନ୍ତି […]Continue Reading
By Sudam Patra Balasore, Feb. 20: In a bid to expedite the progress of Balasore, Odisha Chief Secretary (CS) Suresh Chandra Mahapatra on February 12 visited the district and reviewed the ongoing development projects being implemented by the administration in various blocks. During his visit to Chandipur beach, Mr Mahapatra directed the water resources department […]Continue Reading
ବାଲେଶ୍ବର/ସୋର,୨୦/୨: ସୋର ପୁରୁବାଈ କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦେଵ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, କନ୍ୟାଶ୍ରମର ଅସୁସ୍ଥ ଥିବା ଅନ୍ୟ ୨୯ଜଣ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୫ଜଣ ଜାପାନୀଜ ଏନସେଫାଲାଇଟିସ(ମସ୍ତିଷ୍କ ସଂକ୍ରାମକ ରୋଗ) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ସେପଟେ ଏ ରୋଗ ସେଠାରେ ବ୍ୟାପିବାର Continue Reading