ଆଠଗଡ଼, ୨୬/୧୧: ଆଠଗଡ଼ : ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଓ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ […]Continue Reading
ଆଠଗଡ଼,୪/୧୧: ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ। ଭକ୍ତମାନେ ଚଳିତ ବର୍ଷ ବାବାଙ୍କ ଦର୍ଶନ ଚର୍ମ ଚକ୍ଷୁରେ ନୁହେଁ ବରଂ ଏଲଇଡି ପରଦାରେ କରୁଛନ୍ତି।ମହାକାର୍ତ୍ତିକର ପହିଲି ପଞ୍ଚକ । ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । କାର୍ତ୍ତିକ Continue Reading
ଆଠଗଡ଼,୨/୧୧: ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା। ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା। ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଶକ୍ତ ଝଟକା ଦେଇଥିବା ବେଳେ ଏବେ ଏଥିରେ ମଲମ ଲଗାଇବାକୁ ଚେଷ୍ଟା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି।ଏଥର ଚର୍ମଚକ୍ଷୁ ନୁହେଁ, ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ […]Continue Reading
ଆଠଗଡ,୮/୧୦: ବାହାରୁ ଦେଖିଲେ ସୁନ୍ଦର ଦୁଇ ମହଲା ଘର, ଆଉ ଭିତରେ ଚାଲିଛି ଦେଶି ମଦର କୁଟିର ଶିଳ୍ପ। ଘର ଭିତରେ ବ୍ୟାରେଲ ବ୍ୟାରେଲ ମଦ। ଯୁଆଡେ ଆଖିବୁଲାଇବ ସିଆଡେ ଥୁଆ ହୋଇଛି ମଦ।ଏଦୃଶ୍ୟ କଟକ ତିଗିରିଆ ଥାନା ଭିରୁଡା ଗାଁରୁ ସାମ୍ନାକୁ ଆସିଛି। ଭିରୁଡ଼ା ଗାଁରେ ଅବକାରୀ ବିଭାଗ ଓ ପୁଲିଲର ମିଳିତ ଚଢାଉରେ ହଜାର ହଜାର ଲିଟର ଦେଶୀମଦ ଓ ପୋଚ ନଷ୍ଟ କରାଯାଇଛି।କେବଳ ସେତିକି ନୁହେଁ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ସାମଗ୍ରୀକୁ […]Continue Reading
ଆଠଗଡ଼,୨୩/୯: ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା।ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ […]Continue Reading
ଆଠଗଡ଼, ୩୦/୮: ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଛି । ତେବେ କିଏ ଓ କେତେବେଳେ ଡେଇଁଛି ତାହା ସ୍ପଷ୍ଟ ହୋଇନି । ଏହାବାଦ ତାଙ୍କ ପରିଚୟ ବି ମିଳିପାରିନି।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଆଠଗଡ଼ ଓ […]Continue Reading
ଆଠଗଡ଼,୧୮/୭: କରୋନା କଟକଣା ହେତୁ ଗତ ୨ ବର୍ଷ ହେବ ବୋଳବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମିଳିଛି ଗ୍ରୀନ୍ ସିଗନାଲ୍ । ଫଳରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼ । ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି ।ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି । ଏଥର […]Continue Reading
ଆଠଗଡ,୧୩/୭: ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ ଯୋଗୁ ମହିଳାଙ୍କ ଶରୀରର ୫୦% ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।ଏପରି ଅଭାବନୀୟ କାଣ୍ଡ ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି। ଗୁରୁତର ମହିଳାଜଣକ ହେଲେ ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି […]Continue Reading
ଆଠଗଡ଼, ୧୭/୫ : ତେଲ କଢେଇରୁ ଲାଗିଲା ନିଆଁ । ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର । କଟକ ଜିଲ୍ଲା ତିଗିରିଆ ଥାନା ଅଚଳୋକୋଟ ଗାଁରେ ଘଟିଛି ଏହି ଘଟଣା ।ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅଚଳୋକୋଟ୍ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଲ କଢେଇରୁ ଲାଗିଲା ନିଆଁ ।ଫଳରେ ଅଚଳୋକୋଟ୍ ଗାଁର ବିପିନି ଖଟୁଆ ଏବଂ ଯୋଗେଶ ଖଟୁଆଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଘରର […]Continue Reading