Home Posts tagged athagarh
Odisha News
ଆଠଗଡ, ୨୩/୩: ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ। ପୁଲିସ୍ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି।ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ […]Continue Reading
Odisha News
ଆଠଗଡ଼,୧୭/୭: ଶ୍ରାବଣ ମାସର ଦ୍ବିତୀୟ ସୋମବାର କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ବଢ଼ିବାରେ ଲାଗିଛି। ମଳମାସ ଯୋଗୁଁ ଦ୍ବିତୀୟ ସୋମବାର ପରେ ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ କାଉଡ଼ିଆମାନେ ଜଳଲାଗି କରିପାରିବେ।ଏହାକୁ ଦୃଷ୍ଟିରେ ରଖି ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଧବଳେଶ୍ବର ପୀଠକୁ କାଉଡ଼ିଆଙ୍କ ଭିଡ଼ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ସଂକ୍ରାନ୍ତି ପଡ଼ୁଥିବାରୁ ଠାକୁରଙ୍କୁ ଦହି, Continue Reading
Odisha News
ଆଠଗଡ଼,୨୫/୩: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ମଝିସାହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ପୁଲିସ ବନ୍ଧୁକ, ଖୋକା ଓ ଜୀବନ୍ତ ଗୁଳି ଜବତ କରିଛି। ପରକୀୟା ପ୍ରୀତି ତଥା ପୂର୍ବ ଶତ୍ରୁତାକୁ ନେଇ ଗତ ଫେବ୍ରୁଆରି ୧୨ ତାରିଖରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡ ରେ ୩ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲା ବେଳେ ଜଣେ ମୃତ୍ୟୁ ବରଣ କରିଥିଲେ। ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତିଗିରିଆ […]Continue Reading
Odisha News
ଆଠଗଡ଼, ୨୫/୨: ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ । ଗୋ’ ଚାଲାଣ କରୁଥିବା ମାଫିଆ ସାଜୁଛନ୍ତି ରକ୍ତମୁଖା। ଯିଏ ପ୍ରତିରୋଧ କରୁଛି ତାକୁ ଲହୁଲୁହାଣ କରିବାକୁ ପଛାଉ ନାହାନ୍ତି। ଆଖି ଆଗରେ ପୁଲିସ୍ ପଡ଼ିଗଲେ ବି ସେ ମରଣାନ୍ତକ ଆକ୍ରମଣ କରିବାକୁ ଭୟ କରୁ ନାହାନ୍ତି। ଏପରି ଏକ ସାଂଘାତକି ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ଛକରେ ଘଟିଛି।ଗତକାଲି ବିଳମ୍ବିତ ରାତିରେ ତିଗିରିଆ […]Continue Reading
Odisha News
କଟକ,୨୩/୨: କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ତଥା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଭଗୁଆ ଗ୍ରାମ ସନ୍ନିକଟ ରାଣୀବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ମୃତଦେହ ଠାବ।ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଆଞ୍ଚରେ ଲୋକମାନେ ଜଙ୍ଗଲକୁ ପତ୍ର ସଙ୍ଗେ କରିବାକୁ ଯାଇଥିବା ବେଳେ ଏକ ଗଛ ମୂଳେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣାସ୍ଥଳରେ ଗୁରୁଡ଼ିଝାଟିଆ ଆଇ ଆଇସି Continue Reading
Odisha News
ଆଠଗଡ଼,୧୩/୨: ଆଠଗଡ଼ ବନାଞ୍ଚଳରୁ ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀଟିର ବୟସ ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଆଠଗଡ଼ ବନାଞ୍ଚଳର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ତଦନ୍ତ କଛି। ମୃତ ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ରହିଛି।ନୂଆତଇଲା କାଜୁ ଜଙ୍ଗଲରେ ପରିବାର ଚାଷ କରାଯାଇଛି। ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ […]Continue Reading
Odisha News
କଟକ,୧୨/୨: କଟକ ଜିଲ୍ଲା ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼। ଗୁଳିମାଡ଼ରେ ୩ ଗୁରୁତର। ସେମାନେ ଗୋଟିଏ ପରିବାରର। ସମସ୍ତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ। ସେମାନଙ୍କ ପେଟ ଓ ହାତରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି।ଖବର ପାଇବା ପରେ ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେପଟେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର Continue Reading
Odisha News
ଆଠଗଡ଼,୬/୨: କଟକ ଜିଲ୍ଲା ବଡ଼ମ୍ବାରେ ବନ ବିଭାଗ ହେପାଜତ ରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଓ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ଅନ୍ୟପକ୍ଷରେ ବଡ଼ବାରସିଂ ଛକରେ ମୃତ ଧନେଶ୍ୱର ବେହେରାଙ୍କ ପରିବାର ଲୋକ ଓ ସାତଗୋଛିଆ ଗ୍ରାମବାସୀ ରାସ୍ତାରୋକ କରିଥିଲେ। Continue Reading
Top Stories
By Shrikant Panda Cuttack, Jan. 14: One person was killed and 20 others suffered critical injuries in a stampede during a Makar Sankranti celebration on the Gopinathpur-Badamba Bridge over the Mahanadi river at Athagarh in Odisha’s Cuttack district. Local Badamba MLA Debi Prasad Mishra confirmed that a woman died in the stampede, while 20 others […]Continue Reading
Odisha News
ଆଠଗଡ଼,୧୧/୧: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ତେବେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ସରିଥିବାରୁ ଆଗୁଆ ଅନୁମତି ଦେଇଛି ପ୍ରଶାସନ। ମଞ୍ଚେଶ୍ୱର Continue Reading
Seo wordpress plugin by www.seowizard.org.