Home Posts tagged ANUGULA (Page 2)
Odisha News
ଅନୁଗୋଳ,୧୭/୧୧: ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ଏହି ଦୁର୍ଘଟଣା ଘଟିଛି। ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଘରୋଇ ବସ୍ଟି ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ବରଗାପାଲିରେ ନିକଟରେ ବସ୍ର ଚକା ପଙ୍କଚର ହୋଇଯାଇଥିଲା। Continue Reading
Odisha News
ବନ୍ତଳା,୨୪/୮: ଅନୁଗୁଳ ବ୍ଲକ ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ବନ୍ତଳା ବନାଞ୍ଚଳ Continue Reading
Odisha News
ଅନୁଗୋଳ,୧୩/୮ : ପୁଅ ସ୍କୁଲ ଗଲା ନାହିଁ ବୋଲି ବାପା ଦେଲା ଚେଙ୍କ। ଏହି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରୁ। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି।ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା। ଚେଙ୍କ ଖାଇଥିବା ୧୨ ବର୍ଷୀୟ ନାବାଳକଙ୍କ ଅବସ୍ଥା ଗୁରୁତର ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ […]Continue Reading
Odisha News
ଆଠମଲ୍ଲିକ,୩୦/୭: ନାବାଳକ ସଞ୍ଜୀତ ବିଶ୍ୱାଳ ମୃତ୍ୟୁ ମାମଲାରେ ସାଧିକା ଓ ତାଙ୍କ ୩ ପୁଅଙ୍କୁ ଉଠାଇ ନେଇଛି ପୁଲିସ୍। ସେମାନଙ୍କୁ ଆଠମଲ୍ଲିକ ଥାନାରେ ରଖି ଘନଘନ ଜେରା କରୁଛି। ସଞ୍ଜୀତ ମୃତ୍ୟୁରେ ତାଙ୍କର କ’ଣ ଭୂମିକା ରହିଛି? ଆଉ ସଞ୍ଜୀତଙ୍କ ମାଆ ଆଣିଥିବା ଅଭିଯୋଗର କେତେ ସତ୍ୟାସତ୍ୟ ରହିଛି? ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ୍ ସେମାନଙ୍କୁ ଜେରା କରୁଛି।ସେପଟେ ସଞ୍ଜୀତ ମୃତ୍ୟୁ ମାମଲାକୁ ନେଇ ଅନୁଗୋଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ପ୍ରାଥମିକ Continue Reading
Odisha News
ଅନୁଗୋଳ/ବଡ଼କେରା,୨/୭: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା।ସୂଚନା ଅନୁସାରେ ଉଭୟ ବାଇକ ଆରୋହୀ ସ୍ବାମୀ ଅକ୍ଷୟ ବେହେରା ଓ ସ୍ତ୍ରୀ ମମତା ବେହେରା ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବଡ଼କେରା ପଟରୁ ଅନୁଗୁଳ […]Continue Reading
Odisha News
ଅନୁଗୋଳ,୮/୫ : ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ। ତାଙ୍କୁ ୧୨ ବର୍ଷ ହୋଇଥିଲା। ଖୁସିଙ୍କ ଘର ତାଳଚେର ଡଅଁରାରେ ହୋଇଥିବା ଜଣାପଡ଼ିଛି।ଆଜି ସକାଳ ପ୍ରାୟ ୧୦ଟା ସମୟରେ ଖୁସି ତାଙ୍କ ମା’ ଘରେ ଥିଲେ। ଏହି ସମୟରେ […]Continue Reading
Odisha News
ଅନୁଗୁଳ,୨୯/୪: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଆକ୍ରମଣ। ଏହି ବନାଞ୍ଚଳରେ ଗତ ଦୁଇଦିନ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।ମୃତ୍ୟୁବରଣ କରିଥିବା ମହିଳା ଜଣକ ମରଣ୍ଡା ଗ୍ରାମର ବୋଲି ଜଣାପଡିଛି। ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ସୂଚନାଯୋଗ୍ୟ ଯେ, ଅନୁଗୁଳ ବ୍ଳକ Continue Reading
Odisha News
ଅନୁଗୋଳ,୨୪/୪: ଅନୁଗୋଳ ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ Continue Reading
Odisha News
ଛେଣ୍ଡିପଦା,୭/୪: ଜାଲିଆତି ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଏକ ଘରୋଇ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ ଅନୁଗୁଳ ସଦର ଥାନା କାଙ୍ଗୁଲା ଗ୍ରାମର କୈଳାସ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଏହି ନର୍ସିଂ କଲେଜରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ଝରାବେଣୀ ଗ୍ରାମର ପ୍ରିୟଙ୍କା ନାଏକ(୨୧), ପରା ଗ୍ରାମର ସୁମତି ମାହାର(୨୦) ଓ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମର Continue Reading
Odisha News
ଅନୁଗୋଳ,୨୩/୩ : ଜମିଜମା ବିବାଦକୁ ନେଇ ଘଟିଛି ତୁମୁଳୁକାଣ୍ଡ। ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛିଅନୁଗୋଳ ଜିଲ୍ଲା ଜରପଡ଼ାର ବଡ଼ ହିଂସର ଗାଁରେ।ମୃତ ବ୍ୟକ୍ତି ଜଣଙ୍କ ହେଲେ ନବୀନା ସାହୁ। ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଓ ବାପି ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଶାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି।ରଘୁନାଥ Continue Reading