Home Posts tagged ANUGULA
Odisha News
ଅନୁଗୋଳ ୭/୫ : ସେକ୍ସ ରାକେଟ୍ ଠାବ । ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ଖବର ଅନୁଯାୟୀ, ଅନୁଗୋଳ ସହରର ସୌଭାଗ୍ୟନଗରରେ ଏକ ଘରେ ସେକ୍ସ ରାକେଟ୍ ଚାଲିଥିବାର ଗୁଇନ୍ଦା ଖବର ପାଇଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ ଘରେ ଚଢାଉ କରିଥିଲା […]Continue Reading
Odisha News
ଅନୁଗୋଳ, ୫/୫ : ଅନୁଗୋଳ ଜିଲ୍ଲାସ୍ଥିତ ଶ୍ରୀ ମେଟାଲିକ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ଶ୍ରୀଧର ବେଗୁନ (୩୭), ମଣ୍ଟୁ କମାର (୩୭) ଏବଂ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ମଙ୍ଗଳ ମାଝୀ (୪୦)।ପ୍ରାଥମିକ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଶ୍ରୀ ମେଟାଲିକ କାରଖାନର ତିନି ଜଣ ଶ୍ରମିକ ମେଣ୍ଟେନାନ୍ସ କାମ କରିବା ସମୟରେ ଦୁର୍ଘଟଣାର […]Continue Reading
Odisha News
ଅନୁଗୁଳ, ୧୨/୩ : ଅନୁଗୁଳ ବନ୍ତଳା ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବନ୍ତଳା ଛକର ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ଚାରୋଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି।ବିସ୍ପୋରଣ ହେବ ମାତ୍ରେ ଉକ୍ତ ଦୋକାନ ସଂପୂର୍ଣ୍ଣ ଜଳିପଡ଼ି ପାଉଁଶ ହୋଇଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ମାର୍କେଟ ଜଳିଯାଉଛି। ପାଖାପାଖି ୨୦ରୁ ଅଧିକ ଦୋକାନ ନିଆଁରେ ପୋଡ଼ିଯିବା ସହ ବଜାରରେ ଏକପ୍ରକାର ଆତଙ୍କ ଖେଳିଯାଇଛି।ମିଳିଥିବା ସୂଚନା ଅନୁସାରେ Continue Reading
Odisha News
ଅନୁଗୁଳ/ଓଡ଼ିଶା,୧୧/୨ : ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ପଶିଛି । ଆଜି ସକାଳୁ କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରାଙ୍କର ୫ଟି ଠିକଣାରେ ଚଢ଼ଉ କରାଯାଉଛି । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି ।ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରା ୨ କୋଟି ୩୮ ଲକ୍ଷ ସରକାରୀ ଟଙ୍କା ହେରଫେର କରିଥିବା Continue Reading
Odisha News
ଅନୁଗୋଳ,୨୨/୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏହି ଅଘଟଣ ଘଟିଛି ।ଖବର ଅନୁସାରେ, ପରିବାରର ସମସ୍ତେ ପାଳଙ୍ଗ ଶାଗ ଏବଂ ଚିକେନ ଖାଇଥିଲେ । ଏହାପରେ ଅସୁସ୍ଥ ହେବା କାରଣରୁ ହସ୍ପିଟାଲ ଯାଇଥିଲେ । […]Continue Reading
Odisha News
ଅନୁଗୁଳ, ୩୦/୫: ଦିନକୁ ଦିନ ବଢି ଚାଲିଛି ବଡବଡିଆଙ୍କ ଲାଞ୍ଚ ନେବା। ଏପରିକି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି।ତେବେ ପୁଣି ଆଉ ଜଣେ ବଡ ବାବୁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସେ ହେଉଛନ୍ତି। ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ। ଅନୁଗୋଳ, Continue Reading
Odisha News
ଅନୁଗୁଳ, ୫/୫: ୯ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ଗତ ୨୬ ତାରିଖରେ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ଭୁବନେଶ୍ବରରୁ ତାଳଚେର ଆସିବା ପାଇଁ ଟ୍ରେନ୍ ପାଖକୁ ଆସିଥିଲେ । କୌଣସି […]Continue Reading
Odisha News
ଅନୁଗୁଳ, ୩/୧ : ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି।ଗୁଳିମାଡ଼ର ଶିକାର ହୋଇଥିବା ନାବାଳକ ଭାଇଭଉଣୀ ହେଲେ ପ୍ରଫୁଲ୍ଲ ମିର୍ଧାଙ୍କ ୧୫ ବର୍ଷୀୟା ଝିଅ ଜାଜ୍ଞସେନି ମିର୍ଧା ଓ ୧୧ ବର୍ଷୀୟ ପୁଅ ପ୍ରକାଶ ମିର୍ଧା । ଗତ […]Continue Reading
Odisha News
ଅନୁଗୋଳ, ୧୧/୧୨ : ମହିଳାଙ୍କୁ କଚାଡ଼ି ମାରିଲା ହାତୀ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦିରି ସାହୁ(୪୫)।ଆଜି ସକାଳେ ମନ୍ଦିରି ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ନିକଟରୁ ବଞ୍ଚିବା ପାଇଁ ମନ୍ଦିରି ଚେଷ୍ଟା କରିଥିଲେ। ହେଲେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ Continue Reading
Odisha News
ଅନୁଗୁଳ, ୬/୮: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ସୁନାଭୂଇଁ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କମ୍ପୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳରେ ଜଣେ ଛାତ୍ରୀ ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଦୁଇଘଣ୍ଟା ହେଲା ତାଙ୍କର ପତ୍ତା ମିଳିନାହିଁ।ସୂଚନା ମୁତାବକ, ବନ୍ତଳା ଥାନା ସୁନାଭୂଇଁ ସାହିର ପ୍ରମୋଦ ବେହେରାଙ୍କ ଝିଅ ପ୍ରୀତି ବେହେରା (୧୮) ଆଜି କମ୍ପୁଟର କ୍ଲାସ କରିବାକୁ ବନ୍ତଳା Continue Reading