
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୪ : ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ଶିଶୁ ବିକ୍ରି ଚାଞ୍ଚଲ୍ୟ ସୃଷ୍ଟି କରିଛି।ନବଜାତ ଶିଶୁ କୁ ଅନ୍ୟ ହାତରେ ଟେକି ଦେଇଥିବା ଘଟଣା ସାରା ଅଂଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତ ଅନ୍ତର୍ଗତ କର୍ଲା ଗ୍ରାମର କଳାକର ଭୋଇ ଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖ ଦିନ ବଲାଙ୍ଗିର ଜିଲା ଭୀମଭୋଇ ମେଡ଼ିକାଲ ରେ ଦୁଇ ଜାଆଁଲା ଶିଶୁକନ୍ୟାକୁ […]Continue Reading