Home Archive by category Ollywood News (Page 3)

Ollywood News

Odisha News Ollywood News
ଭୁବନେଶ୍ୱର,୧୧/୪:ସୋମବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ କହିଥିଲେ- ‘ମୋ’ ଜୀବନରେ ଝଡ଼ ଆସିଛି, ମଁଁ ପୀଡ଼ିତା’। ତାଙ୍କର ଏପରି ବୟାନ ଉପରେ ଆଜି ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି।ପୋଷ୍ଟ କରିଥିବା କିଛି ଅଫିସିଆଲ୍ ଡକୁମେଣ୍ଟକୁ ପୋଷ୍ଟ କରି ଏହା ବିରୋଧରେ ମୁହଁ ଖୋଲିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ବାକ୍ ଯୁଦ୍ଧ ଟୁଇଟାଳିଙ୍କୁ ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି।ସୋଶାଲ୍ ମିଡିଆ Continue Reading
Odisha News Ollywood News
ବଲାଙ୍ଗିର,୨୭/୩: ବଲାଙ୍ଗିର ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରୁ ଆଜି ରାତି ପ୍ରାୟ ୮ଟା ବେଳେ ଝୁଲନ୍ତା ମୃତଦେହ ଠାବ ହୋଇଛି।ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ନିଜ ଘର ସୋନପୁର ଜିଲ୍ଲା ବରମହାରାଜପୁରରେ। ସେ କିଛିଦିନ ହେବ ସହରର ତାଲପାଲିପଡ଼ାରେ ରହୁଥିଲେ। ସେ ମା’ଙ୍କ ସହ ତାଙ୍କ ମାମୁଘର ସୁଦପଡ଼ାକୁ ଆସିଥିଲେ।ପାରିବାରିକ ଅଶାନ୍ତିକୁ Continue Reading
Ollywood News
ମୁମ୍ବାଇ,୨୨/୩: ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଏକ ମୌଳିକ କାହାଣୀକୁ ନେଇ ‘ଡେଲଭରି ବୟ’ ଚଳଚ୍ଚିତ୍ର ଆଧାରିତ। ଲୋକମାନେ ଅନ୍ଲାଇନ୍ରେ ଅନେକ ଜିନିଷ ଅର୍ଡର କରିଥାନ୍ତି।ଉକ୍ତ ସାମଗ୍ରୀକୁ ଠିକ୍ ସମୟରେ ଲୋକଙ୍କ ପାଖରେ ପହଁଚାଇବା ଡେଲିଭରି ବୟର କାମ। କିନ୍ତୁ ଡେଲିଭରି ବୟ ଅନେକ ଅସୁବିଧାର ସାମ୍ନା କରିଥାଏ। ଆଗାମୀ ଏପ୍ରିଲ ମାସରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।ଏହାର ଅଡିଓ ଓ ଟ୍ରେଲର ରିଲିଜ୍ ହେଇଯାଇଛି। କାହାଣୀ ପରିକଳ୍ପନା Continue Reading
Odisha News Ollywood News
ଭୁବନେଶ୍ବର,୨/୩: ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି ।ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର Continue Reading
Odisha News Ollywood News
ଭୁବନେଶ୍ୱର,୭/୨: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି। ଦିଲ୍ଲୀରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ(ଓଖଈଝ) ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବ। ସେଠାରେ ପିଣ୍ଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ।ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର Continue Reading
Ollywood News
ଭୁବନେଶ୍ବର,୧/୨: ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।ୟଗ୍ଦ ଚ୍ଚଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ Continue Reading
Odisha News Ollywood News
କଟକ,୩୦/୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ।ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ […]Continue Reading
Ollywood News Top Stories
By Shrikanta Panda Cuttack, Jan. 18: Odisha’s popular playback singer Humane Sagar has landed in trouble after his wife Shriya Mishra brought serious allegations of domestic violence against him.  Shriya lodged the complaint against Sagar at Mahila police station in Cuttack on Tuesday. However, no case was registered and they served separate notices to the […]Continue Reading
Odisha News Ollywood News
ଭୁବନେଶ୍ବର,୨/୧୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି, ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ଅପାର ଲୋକପ୍ରିୟତା ଆଣି ଦେଇଥିଲା। ଝରଣା Continue Reading
Ollywood News
ଚଣ୍ଡିଖୋଲ,୨୮/୧୧ : ହଲ୍ ମାଲିକଙ୍କ ନିଆରା ଉଦ୍ୟମ। ଫିଲ୍ମ ଦେଖ ଦମ୍ ବିରିୟାନୀ ଖାଅ । ଓଡିଆ ଫିଲ୍ମ ଦମନ ଦେଖିଲେ ଦମ୍ ବିରିୟାନୀ ଦେଉଛନ୍ତି ହଲ୍ ମାଲିକ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ଓ୍ୱାନ୍ ଟକିଜ୍ ପକ୍ଷରୁ ଏଭଳି ଅଫର ଦିଆଯାଉଛି ।ଖବର ଅନୁଯାୟୀ, ସବୁଠି ଓଡ଼ିଆ ଫିଲ୍ମ ଦମନ କୁ ନେଇ ଚର୍ଚ୍ଚା । ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ । ଏହି ଫିଲ୍ମର କାହାଣୀ […]Continue Reading