ନୂଆଦିଲ୍ଲୀ, ୧୯/୯ : ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି ।ଶୁକ୍ରବାର ଫିଲ୍ମର ପୂରା ଟିମ୍ ସହ ବସି ସିନେମା ଦେଖିଛନ୍ତି ମହାମହିମ । ତେବେ ରାଷ୍ଟ୍ରପତି ଭବନରେ କୌଣସି ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବା, ଏହା ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଘଟଣା ।‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଚଳଚ୍ଚିତ୍ରର ସ୍ବତନ୍ତ୍ର ସୋ’ Continue Reading
Ollywood News
By Shabiha Nur Khatoon Bhubaneswar:The first poster of the Odia film Charidham – A Journey Within was released during the sacred Ratha Yatra of Lord Jagannath, the Lord of the Universe. After much anticipation, the first poster of Odia superstar Anubhav Mohanty’s big-budget film is finally out. The film is scheduled for release across Odisha during the […]Continue Reading
By Shabiha Nur Khatun Bhubaneswar, June 14: This Rajo double your entertainment quotient with Zee Sarthak as it will present the World TV Premiere of the movie ‘Bhai’, which narrates a heartfelt Odia family story. The premiere will air exclusively on Sunday at 6:30 PM. The film created quite a buzz during its release in […]Continue Reading
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨/୩ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।ଅଭିନୟ ସମୟରେ ପ୍ରେମରେ ପଡ଼ିବା ପରେ ୨୦୧୪ରେ ବର୍ଷା ପ୍ରିୟଦର୍ଶନୀଙ୍କ ହାତ ଧରିଥିଲେ ଅନୁଭବ। ହେଲେ ଏହା ବେଶି ଦିନ ଚାଲିପାରି ନ Continue Reading
ଭୁବନେଶ୍ଵର, ୮/୩ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି।ଯେଉଁ ଅନୁମାନ କରାଯାଉଥିଲା ଯେ, ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଅନୁଭବ ଆଉ କାହାକୁ ବିବାହ କରିବେ କି ନାହିଁ, ତାହାର ପୂର୍ଣ୍ଣଛେଦ ପଡ଼ିଛି। ଏବେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର।ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, Anubhav mohanty ଓ jagrati Suklaଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, Continue Reading
ଭୁବନେଶ୍ୱର, ୨୮/୨ : ଓଡ଼ିଆ ସିନେ ଜଗତର ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି । ସାରା ରାଜ୍ୟବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ସେପଟେ ଉତ୍ତମଙ୍କୁ ଝୁରୁଛି ଓଲିଉଡ୍ ।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ଶେଷ କୃତ୍ୟ ସମ୍ପନ୍ନ ପାଇଁ ସରକାର ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ Continue Reading
ଭୁୁବନେଶ୍ୱର, ୮/୨: ଅଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତମ ମହାନ୍ତି ଭେଣ୍ଟିଲେଟରେ ଥିବା ନେଇ ସୂଚନା ମିଳିଛି । ତେବେ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।ସୂଚନା ଅନୁଯାୟୀ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ନିଆଯାଇପାରେ । ବର୍ତ୍ତମାନ ପଟିଆ […]Continue Reading
ଓଡ଼ିଶା , ୧୭/୧୧ : ଆଜି ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।ଆଜିର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି […]Continue Reading
ଓଡ଼ିଶା,୧୪/୧୧ : ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋଦନ ସୁନ୍ଦର ଦେବ ଗୋଗୋମୀ’ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା, କ୍ରିଡ଼ା, ଯୁବ ବ୍ୟାପାର, ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ Continue Reading
ଭୁବନେଶ୍ୱର, ୧୩/୧୧ : ଓଲିଉଡ ଏବେ ଦୁଇ ଫାଳ । ଗୋଟିଏ ପଟେ ମନୋଜ ମିଶ୍ର, ଆଉ ଗୋଟାଏ ପଟେ ପୁରା ଓଲିଉଡ୍ । ସାଇବର ଥାନାରେ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । ଓଲିଉଡ୍ ମୋ ବୋପାର ନୁହେଁ, କିନ୍ତୁ ଯିଏ ଓଡ଼ିଆ ସିନେମାର ଶତ୍ରୁ, ସିଏ ମୋର ଶତ୍ରୁ ବୋଲି କହିଛନ୍ତି ମନୋଜ ।ବୁଧାବର ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଯେଉଁ ଫିଲ୍ମ ମୁଁ […]Continue Reading




