ଭୁବନେଶ୍ୱର, ୧୩/୬: ସଭିଙ୍କୁ ସରପ୍ରାଇଜ୍ କରିଦେଇଛି ମୌସୁମୀ । ପାଣିପାଗ ବିଭାଗ କାଲିଯାଏଁ କହୁଥିଲା-ମୌସୁମୀ ପାଇଁ ଆହୁରି ୨/୩ ଦିନ ଅପେକ୍ଷା କର । ପାଗରେ ବି ସେମିତି ପରିବର୍ତ୍ତନ ଦେଖା ଯାଉନଥିଲା । ଆଜି ଆସିଗଲା ମୌସୁମୀ ।ଚିରାଚରିତ ଦକ୍ଷିଣ ଓଡ଼ିଶା ବାଟ ଛାଡ଼ି ଉତ୍ତର ପଟୁ ପ୍ରବେଶ କରିଛି । ଏପଟେ ମୌସୁମୀ ଆଗମନ ନେଇ ପାଣିପାଗ ବିଭାଗର ବିଧିବଦ୍ଧ ଘୋଷଣା ସଭିଙ୍କୁ ଚକିତ କରିଦେଲା । ଅବଶ୍ୟ ପାଗ ବି ବଦଳିଛି । […]Continue Reading




