ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୩/୫ : ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନରେ ବିଭିନ୍ନ ରେଳ କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ମାନଙ୍କ ମଧ୍ୟରେ ଆଇନଗତ ବ୍ୟବସ୍ଥା, ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଆଲୋଚନାଚକ୍ର ତଥା କର୍ମଶାଳା ଆୟୋଜିତ ହୋଇଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।ଭୁବନେଶ୍ୱରର ଶ୍ରମ ପ୍ରବର୍ତ୍ତନ ଅଧିକାରୀ Continue Reading




