Home Archive by category Odisha News (Page 75)

Odisha News

Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୮/୩ : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ସ୍ୱେଛସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ଲୋରିଆ ମହାନ୍ତିଙ୍କ ସଂଚାଳନାରେ ଆୟୋଜିତ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,କଟକ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କୋରେଇ ବିଧାୟକ ଆକାଶ ଦାସ ନାୟକ,ସମାଜସେବୀ ଋତୁପୁର୍ଣ୍ଣା Continue Reading
Odisha News
କଟକ, ୮/୩ : ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଢ଼ିଲେ ନୂଆ ଦଳ। ନୂଆ ଦଳର ନାଁ ସ୍ପଷ୍ଟ କରିଛନ୍ତି ମୋକିମ୍। ତାଙ୍କ ଦଳର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’।ଦଳୀୟ ପତାକାର ଚିତ୍ର ମଧ୍ୟ ଏବେ ସାମ୍ନାକୁ ଆସିଛି। ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଥିବା ସୂଚନ ଦେଇଛନ୍ତି ମହମ୍ମଦ ମୋକିମ୍।ତେବେ ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ। ଏଥିସହ ଏପ୍ରିଲ ପ୍ରଥମ ସପ୍ତାହରେ ଦଳ […]Continue Reading
Odisha News
ପୁରୀ,୮/୩: ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି।ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୩: ଖଣି ଖଣିଜ ଆଇନ ୧୯୫୭ ଅନୁଯାୟୀ ନଦୀର ବାଲିକୁ ଗୌଣ ଖଣିଜ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ଯେହେତୁ ନଦୀବାଲି ପ୍ରଧାନତଃ ନିର୍ମାଣ କାମରେ ବ୍ୟବହାର ହୁଏ,ତେଣୁ ଗୋଟିଏ ଖଣିଜ ରୂପରେ ବିବେଚନା କରାଯାଏ। ଉପରୋକ୍ତ ଆଇନର ଧାରା-୧୫,ଅନୁଯାୟୀ, ଗୌଣ ଖଣିଜ ସମ୍ପର୍କିତ ଖଣି ଲିଜ ,ଖନନ,ଲାଇସେନ୍ସ ଓ ପରମିଟ ଏବଂ ନିୟନ୍ତ୍ରଣ କରିବାର ଶକ୍ତି ରାଜ୍ୟ ସରକାରଙ୍କର।ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ନିୟମାବଳୀ ପ୍ରସ୍ତୁତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୩ : (ଶନିବାର ) ଦିନ ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ , ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ସମସ୍ତ ସି. ଡି. ପି. ଓ. ସୁଭଦ୍ରା ମାଆ ମାନେ ପ୍ରଦୀପ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୭/୩ : ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଠାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୩ : ଖୋରଧା ପୋଲିସ ଜିଲ୍ଲାରେ ଶୁକ୍ରବାର ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ସ୍ଥାନୀୟ ବିଜେବି ହାଇସ୍କୁଲ ପୁରାତନ ଛାତ୍ରାବାସ ପରିସର କୋଠାରେ ଉଦ୍‌ଘାଟିତ ହୋଇଯାଇଛି।ଆଭାସୀ ମାଧ୍ୟମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନୂତନ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଜିଲାପରିଷଦ Continue Reading
Odisha News
କେନ୍ଦ୍ରାପଡା, ୭/୩: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନାରୀ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ଆୟ ବହିର୍ଭୁତ ସମ୍ପତି ଠୁଳ ଅବିଯୋଗରେ ସ୍ୱତନ୍ତ୍ର ବିଚାରପତି କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢଉ ଜାରି ରହିଛି।ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ Continue Reading
Odisha News
ଭୁବନେଶ୍ୱର, ୭/୩ : ଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କା ପରିଲକ୍ଷିତ ହୋଇଛି।ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। କିଏ ଗାଡ଼ି ଟାଙ୍କି ଫୁଲ୍ କରୁଛି ତ ଆଉ କିଏ ବ୍ୟାରେଲ୍ ତେଲ ବୋହି ନେଉଛି। ସେପଟେ କିନ୍ତୁ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସମ୍ପାଦକ କହିଛନ୍ତି […]Continue Reading
Odisha News
ରାୟଗଡ଼ା, ୭/୩ : ୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା। ନାବାଳକକୁ ଅପହରଣ ପରେ ଗଳାକାଟି ହତ୍ୟା କରିଛନ୍ତି ଅପହରଣକାରୀ। ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁରେ ଘଟିଛି। ମୃତ ନାବାଳକ ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁର ପୁରଶୋତମ ଗନ୍ତାୟତଙ୍କ ୫ ବର୍ଷର ପୁଅ ଋଷି ଗନ୍ତାୟତ ବୋଲି ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗକୁ ଅସଧାର କରି […]Continue Reading