ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୨ : ପବିତ୍ର ମହାଶିବରାତ୍ରିରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଥିଲା ରାଜଧାନୀ ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲିଙ୍ଗରାଜ ମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ୩ଟାରୁ ଏହି ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।ଏହି ଭିଡକୁ ପ୍ରତିହତ କରି ସମସ୍ତ ଭକ୍ତଙ୍କ ପାଇଁ ସୁଚାରୁ ରୂପେ ଦର୍ଶନର ବ୍ୟବସ୍ଥା କରାଇବା ତଥା ପ୍ରଶାସନକୁ ଯଥାର୍ଥ ସହଯୋଗର ହାତ ବଢାଇବା ନିମନ୍ତେ ପୂର୍ବ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୨ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଖୋରଧା ବ୍ଲକ୍ ଅନ୍ତର୍ଗତ ନାଲିପଡା ଅର୍ଜୁନପୂର୍ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଲ୍ଲୀରେ ପ୍ରଶାସନ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଜନଶୁଣାଣୀ ଶିବିରରେ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, Continue Reading
କୋରାପୁଟ, ୧୬/୨ : ଜୟପୁରରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଏକ କବାଡ଼ିଖାନାରେ ନିଆଁ ଲାଗିଯାଇଛି ।ଅଳିଆ ଆବର୍ଜନା ପଡ଼ିଥିବାରୁ ହୁ ହୁ ହୋଇ ନିଆଁ ସବୁଆଡେ ବ୍ୟାପିଯାଇଥିଲା । ଗତକାଲି ମଧ୍ୟରାତ୍ର ସମୟରେ ଏଭଳି ଅଗ୍ନିକାଣ୍ଡ ଘଟିଛି ।ସବୁଠାରୁ ବଡ କଥା ହେଉଛି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୬/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡପଦର ନିକଟସ୍ଥ ଖଡଗ ନଦୀ ନିକଟରୁ ବେଆଇନ୍ ଭାବେ ମୋରମ୍ ଖନନ ସହ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ୍ ।ଘଟଣାସ୍ଥଳରୁ ମୋରମ୍ ଖନନ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ସହ ଚାଲାଣରେ ବ୍ୟବହୃତ ୫ ଟି ଟ୍ରାକ୍ଟର ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ୨ ଜଣ ଜେସିବି ଅପରେଟର ଓ ୫ ଜଣ ଟ୍ରାକ୍ଟର ଡ୍ରାଇଭରକୁ […]Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର ୧୬/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକରେ ପ୍ରସିଦ୍ଧ ଶୈବ ପୀଠ ମିନାଝୋଲା ଠାରେ ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସନ୍ଧ୍ୟା ଓ ପୂଜ୍ୟପୂଜା ପରମ୍ପରା ର ମିଳିତ ସଙ୍ଗମ ଚତୁର୍ଥ ତ୍ରିବେଣୀ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଅଧିବେଶନରେ ସଭାକାର୍ଯ୍ୟରେ ପ୍ରେସ କ୍ଳବର ସଭାପତି ପ୍ରମୋଦ କୁମାର ସାହୁକାରଙ୍କ ସଭାପତିତ୍ବରେ ଓ ଉତ୍ତମ କୁମାର ଦାସଙ୍କ ସଂଯୋଜିତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ ଦେଖିବାକୁ ମିଳିଛି। ‘ହର ହର ମହାଦେବ‘ ଏବଂ ଓଁ ନମଃ ଶିବାୟ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି। ମନ୍ଦିର […]Continue Reading
ପୁରୀ,୧୫/୨ : ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଯାଇଥିଲେ ପାଞ୍ଚଜଣ ପର୍ଯ୍ୟଟକ। ତେବେ ସେଠାରେ ଉପସ୍ଥିତି ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣି ଠାରେ ଖୋର୍ଦ୍ଧା ମଞ୍ଚେଶ୍ବରର ବିଭୂ ଦାସ, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ଆଜି ବିଜୁ ମହିଳା ଜନତାଦଳ ର କାର୍ଯ୍ୟକର୍ତ୍ତା ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ବିଜୁ ମହିଳା ଜନତାଦଳର ବିଭିନ୍ନ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଘୋଷଣା କରିଛନ୍ତି ।ଏହି କ୍ରମରେ ବୌଦ୍ଧ ଜିଲ୍ଲାର ସଭାନେତ୍ରୀ ଭାବେ ପୂର୍ବତନ ବୌଦ୍ଧ ନଗରପାଳ ଦକ୍ଷ ସଙ୍ଗଠିକା ଦିପ୍ତୀପ୍ରଭା ସ୍ୱାଇଁଙ୍କୁ ମନୋନୀତ କରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜସ୍ମିନୀ ପ୍ରଧାନଙ୍କୁ Continue Reading
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟକେନ୍ଦୁଝର, ୧୫/୨ : ମାଧପୁର ସ୍ଥିତ ମା କାଳୀ ମନ୍ଦିର ଭିତରେ ଥିବା ଶିବ ମନ୍ଦିର ଅବସ୍ଥିତ । ଶିବ ରାତ୍ରି ଉପଲକ୍ଷେ ତା ୧୪/୦୨/୨୦୨୬ ରିଖ ଅପରାହ୍ନ ୪ ଘଟିକା ସମୟରେ ଘଟ ସ୍ଥାପନ କରାଯାଇ ଆଜି ଶିବ ରାତ୍ରି ଉପଲକ୍ଷେ ଭକ୍ତ ମାନେ ଆସି ନିଜ ନିଜ ମନସ୍କାମନା କରି ଧୂପ, ଦୀପ ଦେଇ ଶିବଙ୍କ ନିକଟରେ ପ୍ରାର୍ଥନା କରୁଛଅନ୍ତି ।ଏ ମନ୍ଦିର ଆଜକୁ ୩୩ ବର୍ଷ ହେବ ପୂଜା […]Continue Reading
ସମ୍ବଲପୁର, ୧୫/୨: ଜିଲ୍ଲାର ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପୋଡ଼ି କିଛି ଛାରଖାର ହୋଇଯାଇଛି । ପ୍ରାୟ ୬ଟା ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି ।ସୂଚନା ଅନୁସାରେ ଅନୁଭବ ଲାଠଙ୍କର ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡାରେ ଏକ ଶୀତଳ ଭଣ୍ଡାର ରହିଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ କର୍ମଚାରୀ ମୋଟର ଚାଲୁ କରିବାକୁ ଯାଇଥିଲେ। ମୋଟର […]Continue Reading




