Home Archive by category Odisha News (Page 66)

Odisha News

Odisha News
ଭୁବନେଶ୍ୱର,୨/୧୧: ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ ର-କଣଉ ଅବଧିକୁ ସରକାର ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରାଇ ନାହାନ୍ତି, ସେମାନେ ବର୍ଦ୍ଧିତ ସମୟ ଭିତରେ ନିକଟସ୍ଥ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ ର-କଣଉ କରାଇବାକୁ ପରାମର୍ଶ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨/୧୦ : (ଶନିବାର) ଦିନ ଦିବା ୧୧ ଘଟି କା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ସକ୍ଷଧୁତାର ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି ।ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇ ସାଧୁତା ର ଶପଥ ପାଠ କରାଇଥିଲେ ।ଜିଲ୍ଲା ପରିଷଦ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର , ୨/ ୧୧: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ଚିତ୍ତରଞ୍ଜନ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଭାରତ-ପାକିସ୍ତାନ ସୀମା ଜମ୍ମୁ ଅଖନୁର ସେକ୍ଟରରେ ଗତ ଅକ୍ଟୋବର ୩୦ ତାରିଖ ସକାଳେ କ୍ୟାମ୍ପରେ ଅନୁଷ୍ଠିତ ଶାରୀରିକ ଫିଟନେସ ଅଭ୍ୟାସ କରୁଥିବା ବେଳେ ଅଚାନକ ଅସୁସ୍ଥତା କାରଣରୁ ଯବାନ ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗ ଘଟିଥିଲା।ଆଜି ସହିଦ ଯବାନଙ୍କ ପ୍ରାର୍ଥିବ ଶରୀର ନିଜ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨/୧୧ : ୬୯ ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ୨୦୨୫-୨୬ (୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ) ଖୋର୍ଦ୍ଧା ଠାରେ ଉଦଯାପିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ଵକ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୋରକାରା ( ନିଦ୍ଦେର୍ଶକ, ମାଧ୍ୟମିକ ଶିକ୍ଷା, Continue Reading
Odisha News
ଭୁବନେଶ୍ୱର,୧/୧୧: ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ର୍ନିମାଣ ୟୁନିଟ)ର ଭୂମିପୂଜନ ସମାରୋହରେ ସେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି । ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ଅର୍ଦ୍ଧପରିବାହୀ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଝସଉଝରଜ୍ଞ କଂପାନୀ ପକ୍ଷରୁ ସେମିକଣ୍ଡକ୍ଟର ୟୁନିଟ। ୨ ହଜାର ୬୭ Continue Reading
Odisha News
କେନ୍ଦ୍ରାପଡ଼ା, ୧/୧୧ : ଆଜିଠାରୁ ସାତ ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜିଠାରୁ ଆସନ୍ତା ବର୍ଷ ମେ ୩୧ ପର‌୍ୟ୍ୟନ୍ତ ସମୁଦ୍ର କୌଣସି ମତ୍ସ୍ୟଜୀବୀ ମାଛ ଧରିପାରିବେ ନାହିଁ । ଋଷିକୂଲ୍ୟା, ଭିତରକନିକା, ଧାମରା ଓ ଦେବୀ ନଦୀ ମୁହାଣ ଆଦି ସ୍ଥାନ ଗୁଡ଼ିକରେ ମାଛଧରା ନିଷେଧ ରହିଛି ।ସମୁଦ୍ରକୂଳ ଠାରୁ ୨୦ କିଲୋମିଟର […]Continue Reading
Odisha News
କଟକ , ୧/୧୧ : ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ମାସର ପଞ୍ଚକ ଓ ବଡଓଷା ଯାତ୍ରା । କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଵା ଲାଗି କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପ୍ରଯ୍ୟନ୍ତ ବ୍ୟାରିକେଡ, ୩୨ ଟି ସ୍ଥାନରେ ସିସିଟିଭି ଲଗାଯିବ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧୧ : (ଶୁକ୍ରବାର) ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।ଜିଲ୍ଲାପାଳ ଶ୍ରୀ ନାୟକ ବନ ବିଭାଗ ଦ୍ୱାରା ପରିଚାଳିତ ବଲାସିଙ୍ଗା ଗ୍ରାମ୍ୟ ଜଙ୍ଗଲ ଓ ଡମ୍ବରୁଗଡ ପାର୍କ ପରିଦର୍ଶନ କରିଥିଲେ ।ଉକ୍ତ ଦୁଇଟି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଓ ଅର୍ଥନୈତିକ ବିକାଶ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଛି ଓ ଆଗକୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧/୧୧: ଶୁକ୍ରବାର ଦିନ ୧୧ ଘଟିକା ସମୟ ରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ହିସାବରେ ପାଳନ କରାଯାଉଥିବା ଉପରେ ଡେପୁଟି କଲେକ୍ଟର ଲିପ୍ସା ଭାରତୀ ଆଲୋକପାତ କରିଥିଲେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩୧/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ “ଏକତା ଗଣ ଦୌଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ଏହି ଅବସରରେ ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସଡିପିଓ: ଶ୍ରୀ ମାଧବାନନ୍ଦ ନାୟକ ଏବଂ ଆଦର୍ଶ ଥାନା ଓଓଉ Continue Reading