Home Archive by category Odisha News (Page 63)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୩ : ଖୋରଧା ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ରୁ ୩୦ଟନ୍ ଗୋରୁ ଚମଡ଼ା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ।ଏଥିରେ ସମ୍ପୃକ୍ତି ନେଇ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଟ୍ରକ୍ (ଏପି୩୯ ୱାଇଡି ୫୩୫୬) କୁ ଜବତ କରିଛି। ଗିରଫଦ୍ୱୟ ହେଲେ ଆନ୍ଧପ୍ରଦେଶ ବି. କୋଥାକୋଟ ଚିତୋର ଅଞ୍ଚଳର ରିୟାଜ ଏବଂ ୱାସିମ। ଏହି ଚମଡ଼ା ଆନ୍ଧପ୍ରଦେଶରୁ କୋଲକାତା ଚାଲାଣ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨/୩ : ପିପୁଲ୍ସ ୱେଲଫେଆର ସଜେଶନ ଫୋରମ୍ ର ରଜତ ଜୟନ୍ତୀ ସମାରୋହ ଭଦ୍ରଖ ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରଖ ଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୈତିକ ଶିକ୍ଷା ବିଶ୍ୱ ଶାନ୍ତି ପାଇଁ ଶିକ୍ଷା ଅନୁଷ୍ଠାନ ରେ ପ୍ରଚଳନ ବିଷୟରେ କହିଥିଲେ ।ଅବସର ପ୍ରାପ୍ତ ପୂର୍ତ୍ତ ବିଭାଗ ସଚିବ ଅନୁଷ୍ଠାନ ସଭାପତି ଇଁ ନନ୍ଦ ନନ୍ଦନ ଦାସ ସୂଚନା ଦେଇ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨/୩ : ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି ।ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୩ : ଜୟୀ ରାଜଗୁରୁ ଟାଉନ ହଲ୍ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଏବଂ ଖୋରଧା ଜିଲ୍ଲା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟିରେ କ୍ୟାଡର ଗଠନ, ବିଚାରଧାରାକୁ ସୁଦୃଢ଼ ଏବଂ ସଂଗଠନକୁ ସୁଦୃଢ଼ କରିବା ଉପରେ କେନ୍ଦ୍ରିତ। ଏହାର ଜାତୀୟ ବିଷୟବସ୍ତୁ ହେଉଛି \”ସମର୍ଥ କାର୍ଯ୍ୟକର୍ତ୍ତା, ସଶକ୍ତ ସଂଗଠନ\” ଯାହା ଦଳୀୟ କର୍ମୀମାନଙ୍କୁ ଦକ୍ଷତା, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୩ : ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଜୀବନରେ ବିଜ୍ଞାନର ଆବଶ୍ୟକତା ବର୍ଣ୍ଣନା କରିବା ସହିତ ବିଜ୍ଞାନର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୩ : ଭାରତ ସରକାରଙ୍କ ଖେଳ ଓ ଯୁବ ମନ୍ତ୍ରାଳୟ ସହାୟତା, ଜାତୀୟ ସେବାଯୋଜନା ଓ ମୋ ଭାରତର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏ.ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୭/୨ : ଖୋରଧା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲା ପରିସରରେ ଜାତୀୟ ଶିକ୍ଷାନୀତି–୨୦୨୦ ଏବଂ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ, ବିଦ୍ୟାଳୟ ଶିକ୍ଷା- ୨୦୨୫ ଅନୁଯାୟୀ “ପ୍ରବୋଧନ” ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଖୋରଧା ମଣ୍ଡଳ ଶିକ୍ଷାଧିକାରୀ ଯାଜ୍ଞସେନୀ ସାହୁଙ୍କ ତତ୍ତ୍ଵାବଧାନରେ ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ସଂଧ୍ୟାବତୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୨ : ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତ ହାଇସ୍କୁଲ ଖେଳପଡ଼ିଆରେ ମୁଣ୍ଡାପଡା ପ୍ରେଣ୍ଡସ କ୍ଲବ୍ ପକ୍ଷରୁ ଚାଲିଥିବା ୨୩ ତମ ମୁଣ୍ଡାପଡା ଫ୍ରେଣ୍ଡସ କ୍ଳବ ଫୁଟବଲ୍ ପ୍ରତିଯୋଗିତା ଚତୁର୍ଥ ଦିବସରେ ମୁଣ୍ଡାପଡା ଓ ଗିରାସିଙ୍ଗା ଦଳ ମଧ୍ୟ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଣ୍ଡାପଡା ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ମୁଣ୍ଡାପଡା କୃଷି ଅଧିକାରୀ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୮/୨ : ବିଶ୍ୱ କଲ୍ୟାଣ ଓ ବିଶ୍ୱଶାନ୍ତି କାମନାରେ ଧର୍ମଶାଳା ମହୋତ୍ସବ ପଡ଼ିଆ, ଜାରକା ଠାରେ ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ଶ୍ରୀ ପୀତାମ୍ବରୀ ଶାକ୍ତ ମହାଯଜ୍ଞ ଆୟୋଜିତ ହେବ।ଏହି ମହାଯଜ୍ଞ ୦୧ ମାର୍ଚ୍ଚ ୨୦୨୬ ରବିବାର ଠାରୁ ୦୪ ମାର୍ଚ୍ଚ ୨୦୨୬ ବୁଧବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି ।ଧର୍ମଶାଳାର ଦେବୀଚରଣାଶ୍ରୀତ ଅଧିବାସୀମାନଙ୍କ ପକ୍ଷରୁ ଏହି ଯଜ୍ଞର ଆୟୋଜନ Continue Reading
Odisha News
ମୟୂରଭଞ୍ଜ , ୨୮/୨ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁ କନ୍ୟାକୁ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମା’ । ନବଜାତ ଶିଶୁ କନ୍ୟାକୁ ମୋରଡା ବ୍ଲକ ଝିଙ୍କିରିଆର ଆଶାକର୍ମୀ ସାବିତ୍ରୀମଣୀ ଜେନା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଘର ବାଡି ପଛପଟେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ପକାଇ ପଳାଇଥିଲେ । […]Continue Reading