
ପୁରୀ,୨୬/୫: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ପାଇଁ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ପ୍ରଶାସନ ସଜାଗ ହୋଇଉଠିଛି। ରଥଯାତ୍ରା କିପରି ସୁରୁଖୁରୁରେ ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।ଅନ୍ୟପକ୍ଷେ ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରିବାକୁ ନେଇ Continue Reading