ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି. ୧୦/୧୧ : ପ୍ରାକୃତିକ ବିପତ୍ତି ହେଉ କି ଅପ୍ରାକୃତିକ ବିପତ୍ତି ହେଉ , ଯେ କୌଣସି ବିପତ୍ତି କାଳୀନ ସମୟରେ ସମସ୍ୟାର ମୁକାବିଲା ପାଇଁ ଛାତ୍ରୀ ମାନେ କିଭଳି କୌଶଳ ତଥା ଉପାୟ ପ୍ରକାରେ କରିବାକୁ ହେବ ଏବଂ ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ , ସେ ସମ୍ପର୍କରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ଠାରେ […]Continue Reading
Odisha News
ପୁରୀ,୧୦/୧୧ : ଆଜି ପବିତ୍ର ଅଁଳା ନବମୀ। ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣୀ ବେଶସାଙ୍ଗକୁ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷକରେ ଦିନ ଟିଏ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି।ଆଜି ରାତି ୧ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଆଦି କରାଯାଇ ରାଧାରାଣୀଙ୍କ ସୁସଜ୍ଜିତ ବେଶ କରାଯାଇଛି। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମାଆ ରାଧାରାଣୀ ଓ ପ୍ରଭୁ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲାସ୍ତରୀୟ କୁଇଜ ବିଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗାଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ କାର୍ଯ୍ୟକ୍ରମର ଆବାହକ ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୧୦/୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସାରସ୍ଵତ ସାଧିକା କବୟତ୍ରୀ କଲ୍ୟାଣୀ ମିଶ୍ରଙ୍କ ଶୁଭ ଜନ୍ମଦିନ ଅବସରରେ ସାତଭାଟିଆର ଅପନା ଘର ଆଶ୍ରମର ସମସ୍ତ ପ୍ରଭୁଜୀଙ୍କ ସହ ପାଳନ କରିଛନ୍ତି ।ଜନ୍ମଦିନ ପାଳନ କରିବାର ମୂଳ ଉଦେଶ୍ୟ ପ୍ରଭୁଜୀଙ୍କ ମୁହଁ ରେ ଆନନ୍ଦ ଦେବା । ପ୍ରତିଷ୍ଠାତା ଶୁଖଦେବ ଅଗ୍ରୱାଲ ସାରଙ୍କ ସହ ବହୁ ବିଶିଷ୍ଟ ସମାଜ ସେବୀ ସାରସ୍ଵତ ବନ୍ଧୁ ମାନେ ଯୋଗ ଦେଇଥିଲେ ।ସେମାନଙ୍କ ମଧ୍ୟରୁ ଲୋକ ସମ୍ପର୍କ ବିଭାଗ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ ।ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩ଟି ପଞ୍ଚାୟତ ବାସୀ ସହ ସୀମାନ୍ତ ଜିଲାର ଗ୍ରାମବାସୀ ନିର୍ଭର କରିଥାନ୍ତି।କିନ୍ତୁ ଏହି ଚିକିତ୍ସାଳୟରୁ ବାଲିଗୁଡା Continue Reading
ଭୁବନେଶ୍ୱର, ୯/୧୧: ଗୋଟିଏ ପରେ ଗୋଟିଏ ଘୋଷଣା କରି ରାଜ୍ୟ ବାସୀଙ୍କୁ ଚକିତ କରୁଛନ୍ତି ମୋହନ ସରକାର । ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି ।ଯେଉଁମାନେ ଆଜି ଯାଏ ବିଭିନ୍ନ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେମାନଙ୍କୁ ସରକାର ମାସିକ ସହାୟତା ପ୍ରଦାନ କରିବେ । ପଦ୍ମ ବିଜେତାଙ୍କୁ ରାଜ୍ୟ ସରକାର ମାସକୁ ୩୦ ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୧୧ : ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି।ଆଜିର ଏହି ଉଦଯାପନ ସମାରୋହରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଆର: ଇ ବ୍ଳକ ଅଧ୍ୟକ୍ଷ ଶ୍ରୀ […]Continue Reading
ଭୁବନେଶ୍ୱର, ୯/୧୧ : ପରିବାର ଓ ସମ୍ପର୍କୀୟ ଜଣାଇଲେ ନାହିଁ। ତରବରିଆ ଭାବେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ମୃତଦେହକୁ ଶଶ୍ମାନରେ ପୋଡ଼ି ଦେଉଥିଲେ ତାଙ୍କ ବୋହୂ। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ପୁଲିସ୍ ଶ୍ମଶାନରେ ପହଞ୍ଚି ନିଆଁ ଲିଭାଇ ଦରପୋଡ଼ା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମଧ୍ୟରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହେଉଛନ୍ତି ଅଜୟ କୁମାର ଜେନା। ତାଙ୍କ ଧର୍ମପତ୍ନୀ Continue Reading
ବାଲେଶ୍ୱର, ୯/୧୧ : ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।ରେମୁଣା ଏନ୍ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ Continue Reading
ଭୁବନେଶ୍ୱର,୯/୧୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟାକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଏ ପର୍ଯ୍ୟନ୍ତ ଏହି ଯୋଜନାରେ Continue Reading




