Home Archive by category Odisha News (Page 391)

Odisha News

Odisha News
ଷଢ଼େଇକଳା, ୧୧/୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି ।ଶେଷ ଦିନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଷଢ଼େଇକଳାରେ ଆଜି ଏକ ବିରାଟ ଜନସଭାରେ ଓଡ଼ିଆଙ୍କୁ ସମ୍ବୋଧନ କରିଛନ୍ତି ।ମୋହନ ମାଝୀ ବିଜେପି ସମର୍ଥିତ ପ୍ରାର୍ଥୀ ଚମ୍ପାଇ ସୋରନଙ୍କ ପାଇଁ ପ୍ରଚାର କରିଛନ୍ତି । […]Continue Reading
Odisha News
ଓଡ଼ିଶା, ୧୧/୧୧ : ବଦଳୁଛି ପାଗ। ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର। ରାଜ୍ୟକୁ ଶୀତ ଋତୁ ଆସିନି। କିନ୍ତୁ ଶୀତର ପ୍ରକୋପ ଆରମ୍ଭ ହେଲାଣି। ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର Continue Reading
Odisha News
ଭୁବନେଶ୍ୱର,୧୧/୧୧: ଏବେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି। ଋତୁସ୍ରାବ ପାଇଁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପଯର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଋତୁସ୍ରାବ ଜନିତ ଅତିରିକ୍ତ ଛୁଟି ନେଇପାରିବେ।ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ। ଗୋଟିଏ ମାସର ଛୁଟି […]Continue Reading
Odisha News
ଭୁବନେଶ୍ୱର, ୧୧/୧୧: ଶେଷରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଛନ୍ତି ମିନତି ବେହେରା । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କାରଣ ଦର୍ଶାଅ ନୋଟିସରେ ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଛି ।ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ । ୨୫ ତାରିଖରେ ମିନତିଙ୍କୁ କାରଣ ଦର୍ଶାଅ […]Continue Reading
Odisha News
ବଲାଙ୍ଗିର, ୧୧/୧୦ : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧାହେଲେ ଯୋଗାଣ ସହାୟକଯୋଗାଣ ସହାୟକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ। ଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ଭାଇରାଲ ବଳି ସଙ୍ଗୀନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ Continue Reading
Odisha News
ଭୁବନେଶ୍ୱର,୧୧/୧୧: ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍ କୋଡ୍‌ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।ତେବେ ସିନିୟର୍ ନର୍ସିଂ ଅଫିସରଙ୍କ ପାଇଁ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍ ଥିବାବେଳେ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ଡ୍ରେସ୍ କୋଡ୍ ରହିଛି।ସେହିପରି ଡେପୁଟି ନର୍ସିଂ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୧୦ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା ।ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ, ଓ ଜ୍ଞାନଯଜ୍ଞ ଅବସରରେ ସକାଳୁ […]Continue Reading
Odisha News
ଭୁବନେଶ୍ୱର,୧୦/୧୧: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଖବର ଅନୁଯାୟୀ, ଲୁଟେରାମାନେ ଶାବଳରେ ଝରକା ତାଡ଼ି ଘରେ ପଶିଥିଲେ। ବୃଦ୍ଧ ଦମ୍ପତିଙ୍କୁ ଭିତର ପଟୁ ତାଲା ପକାଇ ପ୍ରାୟ ୨୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ Continue Reading
Odisha News
ଭୁବନେଶ୍ୱର, ୧୦/୧୧: ମାର୍ଗଶୀର ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ଵାନ।ଏହାସହ ମାଣ୍ଡିଆରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବା ପାଇଁ ସମସ୍ତ ମା ମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପଦକ୍ଷେଡ ମାଣ୍ଡିଆକୁ ପ୍ରୋତ୍ସାହନ କରିବାରେ ବେଶ ସହାୟକ ହେବ।ଲୋକସେବା ଭବନରେ ରବିବାର ଆୟୋଜିତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି. ୧୦/୧୧ : ପ୍ରାକୃତିକ ବିପତ୍ତି ହେଉ କି ଅପ୍ରାକୃତିକ ବିପତ୍ତି ହେଉ , ଯେ କୌଣସି ବିପତ୍ତି କାଳୀନ ସମୟରେ ସମସ୍ୟାର ମୁକାବିଲା ପାଇଁ ଛାତ୍ରୀ ମାନେ କିଭଳି କୌଶଳ ତଥା ଉପାୟ ପ୍ରକାରେ କରିବାକୁ ହେବ ଏବଂ ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ , ସେ ସମ୍ପର୍କରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ଠାରେ […]Continue Reading