Home Archive by category Odisha News (Page 33)

Odisha News

Odisha News
କଟକ, ୩୦/୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯଶାତନା ମାମଲା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି।ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ। ଅନୁଭବ ଓ ସହଯୋଗୀ ଖଗେଶ୍ୱରଙ୍କ ହେବ ବିଚାର। ପୁରୀଘାଟ ଥାନାରେ ନିର‌୍ୟାତନା ମାମଲା ହୋଇଥିଲା।ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର‌୍ୟାତନା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୦/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମନରେଗା ଯୋଜନାର ନାମ ପରିବର୍ତ୍ତନ କୁ ନେଇ ଗଣ ବିକ୍ଷୋଭ ସହ ଧାରଣା ଦେଇଥିବା ଜଣାପଡିଛି ।ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଡାକ ବଙ୍ଗଳା ପରିସରରୁ ବାହାରି ତିନିଛକ ପର‌୍ୟ୍ୟନ୍ତ ପଦଯାତ୍ରା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।ଦାରିଙ୍ଗବାଡି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୨: ନୟାଗଡ଼, ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ ରେ ସଚିବ , ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସେବା ଅନୁଷ୍ଠାନ, ନୟାଗଡ଼ ଠାରେ ଶତାଧିକ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଯାଇଛି ।ପ୍ରାରମ୍ଭରେ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହାକୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩୦/୧: ଜଟଣୀ ଅନ୍ତର୍ଗତ କୁଶମାଟି ଛଣଘର ପଞ୍ଚାୟତରେ ଅବସ୍ଥିତ ପ୍ରଗତି ଯୁବକ ସଙ୍ଘର ୫୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ତଥା କୁଶମାଟି ଛଣଘର ପି.ଏମ.ଶ୍ରୀ. ଉଚ୍ଚ ବିଦ୍ୟାଳୟ, ଗୋପୀନାଥପୁରୁ , ଓଗରସୁଆଁ ପ୍ରାଥମିକ ବିଦ୍ୟାଳୟ, ଓଡ଼ିଶା ବ୍ରିଗ୍ରେଡ ସ୍କୁଲ ଏବଂ କିଶୋର କଳା ସଂସଦର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗର ଅନୁଷ୍ଠିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ର ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି, କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଉଦ୍ଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ Continue Reading
Odisha News
କଟକ,୨୯/୧ : ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି।ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୧ : ୧୬ତମ ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ଆଇଏଏସ୍ଙ୍କୁ SVEEP କାର୍ଯ୍ୟକ୍ରମ ଓ ଇଲେକ୍ଟୋରାଲ ଲିଟରେସି କ୍ଲବ (ELC ) କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଶ୍ରେଷ୍ଠ DEO ଭାବେ ସମ୍ମାନିତ କରାଯାଇଛି।ଏହି ସମ୍ମାନ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶା ଏବଂ ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କ ଦ୍ୱାରା ଭୁବନେଶ୍ୱର ରାଜ୍ୟ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୮/୧ : ନୟାଗଡ଼ ନିକଟସ୍ଥ ଥିବା ଦୁର୍ଗାପ୍ରସାଦ ଗ୍ରାମ ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବାସିୟ ସ୍ମାଶ ଭଳି ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି ।ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ ୨୫ବର୍ଷରେ ପାଦଥାପିଛି ଜୟଦୁର୍ଗା କ୍ଲବ କ୍ଷ ଏହି ରାଜ୍ୟସ୍ଥରୀୟ ଭଲିବଲ ଟୁର୍ନାମେଣ୍ଟ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରୁ ଖେଳାଳି ଏବଂ ଏହାସହିତ ବାହ୍ୟ ରାଜ୍ୟରୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୮/୧ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପ୍ଲାନ ଇଣ୍ଡିଆ ତରଫରୁ କିଶୋର ନ୍ୟାୟ ଆଇନ ବାଲ୍ୟବିବାହ ନିଷେଧ ତଥା ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇନରେ ସ୍ବତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।ଏହାକୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ Continue Reading
Odisha News
ରାଉରକେଲା, ୨୮/୧ : ରାଉରକେଲାରେ ଅନୁଷ୍ଠିତ ୨୫ତମ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଓଡ଼ିଶା ମାଇନିଂ କର୍ପୋରେସନ୍ ପାଭିଲିୟନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେ ୮୮୮୪ କୋଟିର ୨୦ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୬୮୩୨ ଚାକିରି ମଧ୍ୟ ସୃଷ୍ଟି ହେବ Continue Reading