Home Archive by category Odisha News (Page 34)

Odisha News

Odisha News
ଜଗତସିଂହପୁର, ୮/୮ : ଘର ଭିତରେ ଚାଲିଥିଲା ସନ୍ଦେହଜନକ କାରବାର। ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଏକ ସନ୍ଦିଗ୍ଧ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରାହାମା ଗାଁ ନିକଟରେ। ତିର୍ତ୍ତୋଲ ଥାନା ଅଧୀନରେ ଏକ ଘରେ ଚାଲିଥିବା ଏହି କାରବାର ଉପରେ ଚଢ଼ାଉ କରି ୪ ଜଣ ମହିଳା ଓ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ।ସୂଚନା ଅନୁସାରେ, ରାହାମା ନିକଟସ୍ଥ ଏକ ଘରେ ଦୀର୍ଘଦିନ ଧରି ସନ୍ଦେହଜନକ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮ : ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ତଥା ବୌଦ୍ଧ ଜିଲ୍ଲାର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି (SIR) କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟ ପ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ।ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ Continue Reading
Odisha News
ବଣାଇ/ ସୁନ୍ଦରଗଡ଼, ୮/୮ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କଲେଇପୋଷରେ ଜଣେ ଯୁବକଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । କଲେଇପୋଷ ବସଷ୍ଟାଣ୍ଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ହେଲେ ଗଣିଘସା ଗ୍ରାମର କାହ୍ନୁଚରଣ ମହାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ଆଜି ସକାଳ ପ୍ରାୟ ୬ ଟା ୩୦ରୁ ୭ଟା ମଧ୍ୟରେ ଗଣିଘସା ଗ୍ରାମର କାହ୍ନୁଚରଣ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୮ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା \”ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଏବଂ ନବୀକରଣ” ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଘୋର ଆର୍ଥିକ ଅନିୟମିତତା ଓ ବ୍ୟାପକ ଟଙ୍କାର ହେରଫେର ଅଭିଯୋଗ ହୋଇଥିବା ସମ୍ପର୍କିତ ଜଡିତ ମାମଲାରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ମ୍ୟୁନିସିପାଲିଟି ଯନ୍ତ୍ରୀ ଏବଂ ଜଣେ ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୮: ଖୋରଧା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆର‌୍ୟ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀ (ଟ୍ରିପଲ ‘ଏ’) ର ୩୧ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼ା. ନନ୍ଦକିଶୋର ପଟ୍ଟନାୟକ, ଅଧ୍ୟକ୍ଷା ତଥା ଡିନ୍ ଡ.ଦିପ୍ତିମୟୀ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଐତିହାସିକ ସତ୍ୟବାଦୀ ବଳିଆରସିଂହ, ନର୍ସିଙ୍ଗ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ଵର୍ଣ୍ଣଲତା Continue Reading
Odisha News
ଝରିଗାଁ/ ନବରଙ୍ଗପୁର,୭/୮ : ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି।ସେହିପରି ଡ୍ରପ୍ ଆଉଟ ପିଲାଙ୍କୁ କିପରି ଶିକ୍ଷା ମିଳିପାରିବ, ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇପାରିବ ସେଥିନେଇ ବହୁ ସ୍ଥାନରେ ହଷ୍ଟେଲମାନ ଖୋଲାଯାଇଛି।କିନ୍ତୁ ଭିତ୍ତିଭୂମି ଅଭାବ, ନିମ୍ନମାନର ଖାଦ୍ୟ ଅଭାବ, ରହିଥିବା ସହ ଶିକ୍ଷକମାନଙ୍କ ମାନବିକତା ଏବଂ ଆନ୍ତରିକତା ଅଭାବ Continue Reading
Odisha News
କଳାହାଣ୍ଡି, ୭/୮ : ବିଜେପି ନେତା ତଥା ସରପଞ୍ଚଙ୍କ ସ୍ୱାମୀଙ୍କ ହତ୍ୟା ମାମଲାରେ କଳାହାଣ୍ଡି ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପୁଲିସ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତୁଳସୀରାମ ସାହୁ, ସୂରଜ ସିଂ ପାତ୍ର ଏବଂ ବଳଦେବ ସାହୁ ।କଳାହାଣ୍ଡି ଏସପିଙ୍କ ତତତ୍ଵାବଧାନରେ ବିଜେପି ନେତା ଫକୀର ରଣା ହତ୍ୟା ମାମଲାର ତିନି ଜଣ ମଶଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଥିବା ଏସପି […]Continue Reading
Odisha News
ନୂଆଦିଲ୍ଲୀ, ୭/୮ : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଦେଶର କାରିଗର ଏବଂ ବୁଣାକାରମାନଙ୍କ ଅନନ୍ୟ ଅବଦାନକୁ ସମ୍ମାନ ଜଣାଇବା ସହ ‘ସ୍ୱଦେଶୀ’ ଏବଂ ‘ଆତ୍ମନିର୍ଭର ଭାରତ’ର ବାର୍ତ୍ତାକୁ ଆହୁରି ବ୍ୟାପକ କରିଛନ୍ତି।ପ୍ରଧାନମନ୍ତ୍ରୀ ନିଜର ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୭/୮ : ଖରେସ୍ରୋତା, ତନ୍ତୀଘାଇ, ବ୍ରାହ୍ମଣୀ ନଦୀ ରେ ବନ୍ୟା ଆସିବା ଫଳରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ଗୁଡିକ ବନ୍ୟା ଘେରରେ ରହିଥିଲା।ଫଳରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଅଭିଆରା ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ବରୀ ନିର୍ବାଚନମଣ୍ଡଳୀର ଭଅଁରା, ରାଇପୁର, ପୋଡ଼ପଡା, ମହମ୍ମଦଜମାପୁର, ମାଳଦା, ଆନନ୍ଦପୁର ସମେତ ବହୁ ସ୍ଥାନରେ ବନ୍ୟା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୭/୮: ଲାଗାତାର ଘୂର୍ଣ୍ଣିବଳୟ । ପୁଣି ଲଘୁଚାପ ସମ୍ଭାବନା। ବର୍ଷା ଲାଗି ରହିବ ପ୍ରାୟ ୧୭ ତାରିଖ ପର‌୍ୟ୍ୟନ୍ତ। ଦକ୍ଷିଣ,ଉତ୍ତର,ଉପକୂଳ,ପଶ୍ଚିମ ସବୁଆଡ଼େ ଲଗାଣ ବର୍ଷା ହୋଇପାରେ। ସ୍ଥିତି ଏମିତି ବି ହୋଇପାରେ- ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଫୁଲିପାରେ ନଦୀ। ଏମିତି ଆଶଙ୍କା କଲେଣି ବିଶେଷଜ୍ଞ । ଜୁଲାଇ ଶେଷ ସପ୍ତାହର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କଲା। ୨୨ ଜିଲ୍ଲା ଲଗାଣ ବର୍ଷା ଓ Continue Reading