Home Archive by category Odisha News (Page 288)

Odisha News

Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ୨୦୨୫ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ପଂଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତକୁ ସୁଦୃଢ଼ କରିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୪/୪ : ଓ୍ବାକଫ ଆଇନ ସଂଶୋଧନ ବିରୋଧରେ ପଶ୍ଚିମବଙ୍ଗରେ ହିଂସାର ନିଆଁରେ ଜଳୁଛି । ମୁସିଦାବାଦରେ ଆରମ୍ଭ ହୋଇଥିବା ଏହି ଭୟଙ୍କର ହିଂସା ଏବେ ସମଗ୍ର ବଙ୍ଗଳାରେ ବ୍ୟାପିବାରେ ଲାଗିଛି ।ଆଗକୁ ଏହା ଉଗ୍ରରୂପ ଧାରଣ କରିବା ପୂର୍ବରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ସହ ହିନ୍ଦୁ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ବିଶ୍ବ ହିନ୍ଦୁ ପରିଷଦ ଖୋର୍ଦ୍ଧା ଜିଲା ଶାଖା ଦାବି କରିଛି ।ବୁଧବାର ପୂର୍ବାହ୍ନରେ Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର, ୨୪/୪ :ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ । ଜାଣିଶୁଣି ଭାରତୀୟ ହିନ୍ଦୁ ସମାଜକୁ ଭୟଭୀତ କରିବାକୁ ହୋଇଥିବା ଏହି ଜଘନ୍ୟ କାଣ୍ଡକୁ ଯେତେ ନିନ୍ଦା କଲେ ବି କମ୍ ।ଆତଙ୍କବାଦୀମାନେ ପର୍ଯ୍ୟାଟକଙ୍କୁ ସେମାନଙ୍କ ଧର୍ମ କଣ ପଚାରି ସେହି ଆଧାରରେ ହତ୍ୟା କରିଛନ୍ତି । ଏଥିଲାଗି ସେମାନେ ବସ୍ତ୍ର ଖୋଲି ଯାଞ୍ଚ ମଧ୍ୟ କରିଛନ୍ତି ।ଯାହା ଅତ୍ୟନ୍ତ ଘୃଣ୍ୟ ଓ କ୍ଷୋଭର ବିଷୟ।ଆତଙ୍କବାଦୀ, ଏହାକୁ ପ୍ରୋତ୍ସାହନ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୪/୪ : ୧୦୧ ବର୍ଷ ବୟସରେ ଆନ୍ତର୍ଜାତିକ ବି କେ କେନ୍ଦ୍ର ର ମୁଖ୍ୟ ରତନ ମୋହିନୀ ଶରୀର ତ୍ୟାଗ କରିଥିଲେ ।ବକ୍ସି ବଜାର ବି କେ କେନ୍ଦ୍ର ରେ ଆଜି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ବିକେ ରତନ ମୋହିନୀ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ତାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ବି କେ ଝୁନୁ,ବରଦା ,ନଗେନ୍ଦ୍ର,ଅରବିନ୍ଦ, ରତ୍ନାକର,ରମେଶ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ମୃତି ଚାରଣ […]Continue Reading
Odisha News
ପୁରୀ, ୨୪/୪: ପୁରୀ ଜିଲ୍ଲା ତାଳବଣିଆଠାରେ \’ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫\’ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଛନ୍ତି । ଏହି ଅବସରରେ Continue Reading
Odisha News
ବାଲେଶ୍ୱର,୨୪/୪ : ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ବାଲେଶ୍ୱର ଇସାଣୀରେ ଆଜି ଭୋର ସମୟରେ ପହଞ୍ଚିଛି ମରଶରୀର। ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।ତେବେ ମୃତକଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଁଚି ଶ୍ରଦ୍ଧାଞ୍ଜଳି ଜଣାଇ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା Continue Reading
Odisha News
ଓଡ଼ିଶା,୨୪/୪ : ଆମ ଦେଶ ଭାରତ ଗଣତନ୍ତ୍ର ଶାସନରେ ପରିଚାଳିତ ହୋଇଥାଏ । ଲୋକମାନେ ନିଜ ପାଇଁ ସରକାରଙ୍କୁ ବାଛିଥାନ୍ତି ।ଯେମିତି ଦେଶ ବା ରାଜ୍ୟ ଶାସନ କରିବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କାମ ସେମିତି ହିଁ ଦେଶକୁ ପ୍ରତ୍ୟେକ ସ୍ତରରେ ଚଳାଇବା ପାଇଁ ଏକ ବ୍ୟବସ୍ଥା ଆବଶ୍ୟକ।ଏଥିପାଇଁ ସ୍ଥାନ ଅନୁସାରେ ପ୍ରଶାସନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି ।ମା’ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ ପୂଜାର୍ଜନା କରାଯାଇ ଅଣାଯିବା ପରେ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଓ ବିଶାଳ ପଟୁଆରରେ ଅସ୍ଥାୟୀ ମଣ୍ଡପ ନିକଟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୩/୪: ଖୋର୍ଦ୍ଧା ସହର ପୁରୁଣା ପେଟ୍ରୋଲ ପମ୍ପ ନିକଟ ନୟାଗଡ ରାସ୍ତାରେ ଖୋଲିଲା ଚାନ୍ଦି ଭଣ୍ଡାରର ୨୨ ତମ ଷ୍ଟୋର । ଆଜି ଏହି ଷ୍ଟୋରକୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ପ୍ରତିଷ୍ଠାତା ଲିପ୍ସା ହଂସ, ମାନିକ ହଂସ ଓ ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଛନ୍ତି ।ଶ୍ରୀମତୀ ହଂସଙ୍କ କହିବା କଥା, ୨୦୧୩ ମସିହାରେ ଭୁବନେଶ୍ୱର ଶହଦନଗର ଠାରେ ପ୍ରଥମ ଚାନ୍ଦୀ ଭଣ୍ଡାର ଖୋଲାଯାଇଥିଲା । ଖୋର୍ଦ୍ଧାର Continue Reading
Odisha News
ଭୁବନେଶ୍ୱର, ୨୩/୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଲୋକ ସେବା ଭବନରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ \”ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬\” ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଅନୁସୂଚିତ ଜନଜାତି, Continue Reading