ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୬/୪: ଅନ୍ତର୍ଜାତୀକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଉପ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନଙ୍କ ଆନୁକୁଲ୍ୟରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଓରକ୍ତଦାନ ଏକ ମହତଦାନ ହୋଇଥିବାରୁ ଆନ୍ତର୍ଜାତୀକ ସମବାୟ ବର୍ଷରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ ଦୂରୀଭୂତ କରିବାକୁ ଓଡିଶା ସରକାରଙ୍କ ସମବାୟ Continue Reading
Odisha News
ଭୁବନେଶ୍ୱର,୨୫/୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା।ଏହି ଘଟଣା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ଆଧାରିତ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)’, ଲସ୍କର-ଏ-ତୋଇବାର ଏକ ଶାଖା ନେଇଥିବା ବେଳେ, ପାକିସ୍ତାନ ସେନା ନିକଟରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୨୫/୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଏହି ସମୟରେ ବିଜୁଳିର ଆବଶ୍ୟକତା ଅଧିକ ରହିଥାଏ। ବିଜୁଳି ବ୍ୟୟ ଅଧିକ ହେଉଥିପବାରୁ ବିଭିନ୍ନ ସ୍ଥାନରେ ତ୍ରୁଟି ହୋଇଥାଏ।ତେବେ ସମସ୍ତ ପ୍ରତିକୂଳ ସ୍ଥିତିରେ ମଧ୍ୟ କର୍ମ ତତ୍ପର ଟିପିଏନଓଡିଏଲ କର୍ମଚାରୀ ଅସହ୍ୟ ତାତିକୁ ଖାତିର ନ କରି ଲୋକଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି ।ତତକ୍ଷଣାତ୍ ବିଦ୍ୟୁତ ସମସ୍ୟାର ସମାଧାନ ସହ ନିର୍ଭରଯୋଗ୍ୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୪ : ଗୁରୁବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଙ୍କ ପକ୍ଷ ରୁ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ, ବୌଦ୍ଧ ଠାରେ POSH Act, ୨୦୧୩ and SC and ST(POA) Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି ।ଏହି ସଚେତନତା କର୍ମଶାଳା ରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରତାପ କୁମାରଶ୍ରୀ ଅଖିଳ କୁମାର ପଶ୍ଚିମକବାଟ, ଜଜ, ପରିବାର ଅଦାଲତ, ବୌଦ୍ଧ, ଶ୍ରୀ ନିରଞ୍ଜନ ପାଶ୍ରୀ ଶିତିକଣ୍ଠ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୫/୪ : ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ ।ପ୍ରଶାନ୍ତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆତଙ୍କବାଦୀଙ୍କୁ କୌଣସି ଦୟା ଦେଖାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଜୟ ପ୍ରକାଶ ।ସେମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ । ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୃତକଙ୍କ ପାଇଁ ବି ଶୋକ ପ୍ରକାଶ କରିଛନ୍ତି Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୫/୪ : ଜାତୀୟ ପଞ୍ଚାୟତିରାଜ ଦିବସ, ୨୦୨୫ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣକରାଯାଇଥିବା ବେଳେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ ସମାରୋହ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁଉଦ୍ଘାଟନ କରିଥିଲେ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୨୫/୪ : ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଗ୍ରାମ ଠାରୁ ଆରମ୍ଭ କରି ପଂଚାୟତ,ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଶାସନରେ ଆନନ୍ଦ ଉଲ୍ଲାସ ଏବଂ ମୋ ଘରଠାରୁ ଆରମ୍ଭ କରି ଦେଶ ପ୍ରେମ ଆଜି ଭଳି ପବିତ୍ର ଜାତୀୟ ପଞ୍ଚାୟତିରାଜ ଦିବସରେ ଜାଗ୍ରତ ହେବା ଦରକାର।ବିଗତ ମରହଟ୍ଟା, ମୋଗଲ ଓ ଇଂରେଜ ଶାସନ ପରାଧିନତା କବଳରୁ ଦେଶ ମୁକ୍ତହୋଇ ଆଜି ଆମେ ଆମର Continue Reading
ସୀମାଞ୍ଚଳ ପଟ୍ଟନାୟକଙ୍କ ରିପୋର୍ଟଭୁବନେଶ୍ୱର, ୨୫/୪ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଜ୍ରିୱାଲ ପରିବାରର ତଥା କୃଷକର ସାଥି ହିନ୍ଦୁସ୍ତାନ ସିଡ଼ସର ପ୍ରତିଷ୍ଠାତା ରାଣୀସତୀ ଦାଦିଜୀ ମନ୍ଦିର / ଗାୟତ୍ରୀ ମନ୍ଦିରର ମୁଖ୍ୟ ଉଦ୍ୟୋଗୀ ସ୍ବର୍ଗତ ଲକ୍ଷ୍ମଣଦାସ କେଜ୍ରିୱାଲଙ୍କ କନିଷ୍ଠ ପୁତ୍ରବଧୂ ତଥା ଭୁବନେଶ୍ୱରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଜେଶ କୁମାର କେଜ୍ରିୱାଲଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି କେଜ୍ରିୱାଲ ଅଖିଳ Continue Reading
କମ୍ଭଉଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୪ : ଅଦ୍ୟ ତା. ୨୪.୪.୨୦୨୫ ରିଖ (ଗୁରୁବାର) ଦିନ ସକାଳ ଘ.୧୦. ୩୦ ମିନିଟ ସମୟରେ ମୁର୍ଶୁଣ୍ଢ୧ ସ୍ଥିତ ଖେଳ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ର ବୌଦ୍ଧ ବ୍ଲକ ଏବଂ ଜ଼ିଲ୍ଲା ସ୍ତରୀୟ ଉତ୍ସବ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ୨୦୨୫ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ପଂଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତକୁ ସୁଦୃଢ଼ କରିବା Continue Reading




