ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୫/୬ : ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଜିଲ୍ଲାର ୪୦ ଜଣ ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ।ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର୍ଯ୍ୟାୟରେ ମଇ ପହିଲା ରୁ ଏହି ଶିବିର ଅନୁଷ୍ଠିତ ହେଉଥିଲା।କ୍ରୀଡା ଓ ଯୁବ ସେବା ବିଭାଗ ତରଫ […]Continue Reading
Odisha News
କୋରାପୁଟ, ୫/୬ : କୋରାପୁଟରେ ରୋଗୀ ମୃତ୍ୟୁର ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ସମୀକ୍ଷା କରୁଛନ୍ତି ।କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରାଯାଉଛି । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି ।କୋରାପୁଟ ଜିଲ୍ଲା ମେଡ଼ିକାଲ ଆଇସିୟୁ ଏବଂ ସର୍ଜରୀ ୱାର୍ଡରେ ଏକାସଙ୍ଗରେ କେମିତି ଚାଲିଗଲା ୬ ଜଣଙ୍କ ଜୀବନ । କୋରାପୁଟ ସହୀଦ ଲକ୍ଷ୍ମଣ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୫/୬ : ବୁଧବାର ସନ୍ଧ୍ୟା ୭ଘଣ୍ଟା ସମୟରେ ABSS ପଡ଼ାର ସଞ୍ଜୀବ ସାହୁ ଙ୍କ ସ୍ଵର୍ଗବାସ ହୋଇଯାଇଛି।ସେ ଜଣେ ଆଦର୍ଶବାଦି, ବଳିଷ୍ଠ ସଂଗଠକ,ପରୋପକାରୀ, ଅମାୟିକ ବ୍ୟକ୍ତିତ୍ଵ ଥିଲେ।ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।କେହି ମଧ୍ୟ ଏହା ପୂରଣ କରିପାରିବେ ନାହିଁ।ସଞ୍ଜୀବ ଙ୍କ ହସ ହସ ମୁହଁ ଆଉ ଦେଖିବାକୁ ମିଳିବ ନାହିଁ।ତାଙ୍କର ସେହି ବନ୍ଧୁତ୍ୱ ଶବ୍ଦ ଶୁଣିବାକୁ ମିଳିବ Continue Reading
ଭୁବନେଶ୍ୱର, ୫/୬: ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟେକରଙ୍କୁ ଅଟକ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି।ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ ଘଟଣା ସାମାଜିକ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୬ : ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି ।‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ଅଭିଯାନକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।ଏହି ରଥକୁ ଜିଲ୍ଲା ଅବକାରୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୪/୬ : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ଅଧିଷ୍ଠାତ୍ରୀ ଦେବୀ ମା ଅଭୟାକାଲି ଙ୍କ ବାର୍ଷିକ ଆଞ୍ଚଳିକ (ଛତର ) ଯାତ୍ରା ଉତ୍ସବ ଆରମ୍ଭ ହୋଇଛି ।ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରହିତ୍ୟ ରେ ୭ ଦିନ ଧରି ହେବାକୁଥିବା ଏହି ପୂଜନ ଉତ୍ସବ ରେ ଝାଙ୍କର(ଦେହୁରୀ )ଶ୍ରୀହରୀ ଭୁଏ,ପିତାମ୍ବର ନାଗ,ନାଥୁଲାଲ ବାଗ, ଗରୁଡ଼ ସା,ଲେକୃ ସାହୁ,ବାଲି ବାଘ,ଜଗବନ୍ଧୁ ଭୋଇ ଛତର ଯାତ୍ରା ଓ ଅଖଣ୍ଡଦୀପ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୩୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣର ଆଜି ଥିଲା ଶେଷଦିନ ଥିଲା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରୁଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୬ : ଗତ ରାତି ତଥା ଜୁନ୍ ୩ ତାରିଖ ରାତି ପ୍ରାୟ ୯-୩୦ ମିନିଟ ସମୟରେ, ପାରଳାଖେମୁଣ୍ଡି ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ପ୍ରଫୁଲ୍ଲ ଜଗାରଙ୍ଗା , ପିଏସ୍ ଷ୍ଟାଫ୍ ସହିତ ଡାକ୍ତର ବଞ୍ଜେରୀ ଗ୍ରାମ ଅଞ୍ଚଳରେ ରାତି ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକଙ୍କୁ ସନ୍ଦେହ କରି ଅଟକାଇ ଥିଲେ।ସନ୍ଦିଗ୍ଧ ବ୍ୟକ୍ତିମାନେ ଓଡ଼ି-୧୮ ଏଚ – ୧୬୧୩ ନମ୍ୱର୍ ବିଶିଷ୍ଟ ପଞ୍ଜିକରଣ ନମ୍ବର ଥିବା ଗାଡ଼ିରେ ପାରଳାଖେମୁଣ୍ଡି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୬ : ବୌଦ୍ଧ ସାଧାରଣନିର୍ବାଚନ ସରିବାର ଠିକ ଏକବର୍ଷ ପରେ ଆଜି ବୌଦ୍ଧ ବିଜେଡି ଆପଣେଇଛି ନୂଆ ରଣ କୌଶଳ କ୍ଷ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେଈ ଆପଣେଇଛି ନୂଆ ସାଙ୍ଗଠନିକ ରଣନୀତି ।ଆଜି ବାମଣ୍ଡା ମେଗାନର୍ସରୀ ଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର Continue Reading
ଭୁବନେଶ୍ୱର,୪/୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ କ୍ଷତହସିଲଦାରଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ । ଆଜି ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ Continue Reading




