Home Archive by category Odisha News (Page 262)

Odisha News

Odisha News
ପ୍ରକାଶ ପାଣିଗ୍ରାହୀଙ୍କ ରିପୋର୍ଟବ୍ରହ୍ମପୁର, ୭/୬ : କିଛି ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଆଜି ବିପଦପୂର୍ଣ୍ଣ ହେବାକୁ ଯାଉଛି । ବର୍ତ୍ତମାନ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଏକ ବଡବନ୍ଧ ବାନ୍ଧି କମ୍ପାନୀମାନଙ୍କୁ ପାଣି ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାକୁ ପ୍ରତିହତ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି ଭାରତର ବିଶିଷ୍ଟ ପରିବେଶବିତ୍ ମେଧା ପାଟେକାର Continue Reading
Odisha News
ଭୁବନେଶ୍ବର, ୬/୬ : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପ୍ରସ୍ତାବକୁ ଉପରେ ବାଜିଛି ମୋହର ।ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଛି ଅନୁମୋଦନ । ଯାହାର ଲକ୍ଷ୍ୟ ହେଉଛି ବିକଶିତ ଓଡିଶା ଅ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬: ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା ।ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ , ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ ।ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ତପତିରାଜ୍ ସଭାପତିତ୍ୱ କରିଥିଲେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୬/୬ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୫ ବର୍ଷର ୧୭ ତମ ବାର୍ଷିକ ବରୁଣେଇ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମାନ୍ୟବର ବିଧାୟକ , ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ରଜ ମହୋତ୍ସବ ଖୋର୍ଦ୍ଧାର ଗୋଟିଏ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି ।ଦୀର୍ଘ ଏକମାସ ଧରି ମା ‘ବରାଳ ଦେବୀଙ୍କ ଅସ୍ଥାୟୀ ପୀଠ ରେ ପଞ୍ଚ ଠାକୁରାଣୀ ମା’ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୬ : ଲୋକସେବା ଭବନ ର କନଭେନସନ ସେଣ୍ଟର ରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀ ମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଜୁନ ୪ ତାରିଖ ଏବଂ ୫ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ତଥା ଉତ୍ତମ ସେବା ଯୋଗାଇବାକ୍ଷେତ୍ର ରେ ବୌଦ୍ଧ ଜ଼ିଲ୍ଲା ଭଲ ପ୍ରଦର୍ଶନ କରିଥିବା ରୁ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ କୁ ସମ୍ବର୍ଦ୍ଧିତ କରିଥିଲେ ଉପ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬ : ଗୁରୁବାର ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଇକିରି ଗ୍ରାମର ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଶୁଭାଶିଷ ନାୟକଙ୍କ ଆବାହକତ୍ଵରେ ଇଟାମାଟି ଓ ଆଖପାଖ ଗ୍ରାମର ପ୍ରାୟ ୬୦ଜଣରୁ ଉର୍ଦ୍ଧ୍ବ ପରିବେଶ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ବିଶିଷ୍ଠ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେବା ସହିତ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୫/୬: ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଖବର ଅନୁଯାୟୀ ଆଜି ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଯାଜପୁର ବ୍ଲକ୍ ଅନ୍ତର୍ଗତ ଚଇନିପୁର ପଞ୍ଚାୟତ, କମାଗଡ (ଚୋବା ସାହି) ରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଆବଦ୍ଧ କୋଠରୀରେ ହାତ ବନ୍ଧା ଥିବା ଅବସ୍ଥାରେ ରେ ଶ୍ରୀ ଆଶିଷ ଜେନା ବୟସ ୩୮ ବର୍ଷ ଏବଂ ଭଉଣୀ ମିତା ଜେନା […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୫/୬: ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅବସରରେ ପୂର୍ବାହ୍ନରେ ଆଜି ବଲାଙ୍ଗୀର ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷ ରୁ ଚାରିଗୋଟି ” ଆମ ସଂକଳ୍ପ – ନିଶା ନୁହେଁ , ଜୀବନ ” ସଚେତନତା ରଥ କୁ ଅବକାରୀ ଡେପୁଟି କମିଶନର ତଥା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସୀତାକାନ୍ତ ମୁଦୁଲି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୫/୬ : ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଜିଲ୍ଲାର ୪୦ ଜଣ ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ।ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର୍ଯ୍ୟାୟରେ ମଇ ପହିଲା ରୁ ଏହି ଶିବିର ଅନୁଷ୍ଠିତ ହେଉଥିଲା।କ୍ରୀଡା ଓ ଯୁବ ସେବା ବିଭାଗ ତରଫ […]Continue Reading