ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠା ଗ୍ରାମରେ ଥିବା ଜିଲ୍ଲା ପୋଲିସ ଅଫିସ(ଡିପିଓ) ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ମୋବାଇଲ ପୁନରୁଦ୍ଧାର ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଏହି ମେଳାରେ ୧୦୦ ରୁ ଅଧିକ ଉଦ୍ଧାର ମୋବାଇଲ୍ ଫୋନ୍ ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରା ଯାଇଥିଲା।ଗଜପତି ପୋଲିସ ହଜିଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର Continue Reading




