କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ଆଜି ବିଜୁ ମହିଳା ଜନତାଦଳ ର କାର୍ଯ୍ୟକର୍ତ୍ତା ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ବିଜୁ ମହିଳା ଜନତାଦଳର ବିଭିନ୍ନ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଘୋଷଣା କରିଛନ୍ତି ।ଏହି କ୍ରମରେ ବୌଦ୍ଧ ଜିଲ୍ଲାର ସଭାନେତ୍ରୀ ଭାବେ ପୂର୍ବତନ ବୌଦ୍ଧ ନଗରପାଳ ଦକ୍ଷ ସଙ୍ଗଠିକା ଦିପ୍ତୀପ୍ରଭା ସ୍ୱାଇଁଙ୍କୁ ମନୋନୀତ କରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜସ୍ମିନୀ ପ୍ରଧାନଙ୍କୁ Continue Reading
Odisha News
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟକେନ୍ଦୁଝର, ୧୫/୨ : ମାଧପୁର ସ୍ଥିତ ମା କାଳୀ ମନ୍ଦିର ଭିତରେ ଥିବା ଶିବ ମନ୍ଦିର ଅବସ୍ଥିତ । ଶିବ ରାତ୍ରି ଉପଲକ୍ଷେ ତା ୧୪/୦୨/୨୦୨୬ ରିଖ ଅପରାହ୍ନ ୪ ଘଟିକା ସମୟରେ ଘଟ ସ୍ଥାପନ କରାଯାଇ ଆଜି ଶିବ ରାତ୍ରି ଉପଲକ୍ଷେ ଭକ୍ତ ମାନେ ଆସି ନିଜ ନିଜ ମନସ୍କାମନା କରି ଧୂପ, ଦୀପ ଦେଇ ଶିବଙ୍କ ନିକଟରେ ପ୍ରାର୍ଥନା କରୁଛଅନ୍ତି ।ଏ ମନ୍ଦିର ଆଜକୁ ୩୩ ବର୍ଷ ହେବ ପୂଜା […]Continue Reading
ସମ୍ବଲପୁର, ୧୫/୨: ଜିଲ୍ଲାର ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପୋଡ଼ି କିଛି ଛାରଖାର ହୋଇଯାଇଛି । ପ୍ରାୟ ୬ଟା ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି ।ସୂଚନା ଅନୁସାରେ ଅନୁଭବ ଲାଠଙ୍କର ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡାରେ ଏକ ଶୀତଳ ଭଣ୍ଡାର ରହିଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ କର୍ମଚାରୀ ମୋଟର ଚାଲୁ କରିବାକୁ ଯାଇଥିଲେ। ମୋଟର […]Continue Reading
ପୁରୁଣା ଭୁବନେଶ୍ୱର,୧୫/୨ : ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ପ୍ରଶାସନ ଏବଂ କମିଶନରେଟ ପୋଲିସର ପ୍ରସ୍ତୁତି ଶେଷ ହୋଇଛି। ଭୋର ପ୍ରାୟ ୩ଟାରୁ ମନ୍ଦିରର ଦ୍ୱାର ଫିଟା ପରେ ଆଳତୀ ଅବକାଶ ଏବଂ ସାହାଣ ମେଲା ନୀତି ସମ୍ପନ୍ନ ହୋଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ସମୟ ସାରଣୀ ପ୍ରସ୍ତୁତ ହୋଇଛି। ପ୍ରାୟ ୧୨ଟି ସ୍ଥାନରେ ପାର୍କିଂ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ବିଜୁ ଜନତାଦଳର ଆଗ ଧାଡ଼ିର ନେତା ଧଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ଵାମିତ୍ର ମହାଙ୍କୁଡ ଙ୍କରଗତ ୦୩ତାରିଖ ଦିନ ପରଲୋକ ଘଟିଥିଲା ।ଶନିବାର ଦ୍ଵାଦଶାହ ଅବସରରେ ତାଙ୍କ ରାଜନୈତିକ ସହଯୋଗୀ ବନ୍ଧୁ ପୂର୍ବତନ ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ତାଙ୍କ ଜନ୍ମ ସ୍ଥାନ କୁଶସିଙ୍ଗା ଗ୍ରାମ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋକସଭାରେ ପୂର୍ବତନ Continue Reading
ଭୁବନେଶ୍ୱର,୧୪/୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଇ ଲୋକମାନଙ୍କୁ ଚାକିରି ଦେବାର ଲୋଭ ଦେଖାଉଥିଲେ। ଏପରିକି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝର ଯାଇ ସେଠାରୁ ତାଙ୍କ ଗିରଫ କରିଥିବା ସୂଚନା ମିଳିଛି।Continue Reading
କେନ୍ଦୁଝର, ୧୪/୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ। ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଥିଲେ।ସୂଚନା ଥାଉ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୨ : ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ପଞ୍ଚାୟତରେ ବିକଶିତ ଭାରତ -ଜୀ ରାମ ଜୀ ନାମରେ ଏକ ବ୍ୟାନର ଝୁଲୁଛି । ଯାହା ତ୍ରୁଟିପୂର୍ଣ୍ଣ ଓଡ଼ିଆ ଶବ୍ଦରେ ଲେଖାଯାଇଛି ।ଏହି ବ୍ୟାନର କୁଆଡେ ପଞ୍ଚାୟତ ସମିତି ହରଭଙ୍ଗା ପକ୍ଷରୁ ଯୋଗାଇ ଦିଆଯାଇଛି । ଯେଉଁଥିରେ ପଞ୍ଚାୟତ ସମିତି ବଦଳରେ କୋଉ ଶବ୍ଦ ଲେଖାଯାଇଛି ତାହା ଓଡ଼ିଆ ଶବ୍ଦ କୋଷରେ ସୁଦ୍ଧା ନାହିଁ ।ଏଭଳି ଭାବରେ ବ୍ଲକ କର୍ତୃପକ୍ଷ ଓଡ଼ିଆ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୧୩/୨ : ଆଜି ନୟାଗଡ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଅବସରରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମଟି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼ ଓ ଜିଲ୍ଲା ପ୍ରଶାସନଙ୍କ ପରିଚାଳନାରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା।ଉକ୍ତ ଅବସରରେ ନୟାଗଡ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସମାଜ କଲ୍ୟାଣ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୩/୨: ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଟିକାବାଲି ଠାରେ ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚାରି ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଓସିଆରସିସି ଙ୍କୁ ନେଇ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଅଛି ।ଶିକ୍ଷଣ ଫଳାଫଳ ଓ ଦକ୍ଷତା ଆଧାରିତ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରିବା ଯାହାକି ଶିକ୍ଷାର୍ଥୀ ଙ୍କୁ Continue Reading




