Home Archive by category Odisha News (Page 219)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୬/୮: ଖୋର୍ଦ୍ଧା ତହସିଲ ଅଧିନସ୍ଥ ତାପଙ୍ଗ ମୋୖଜ଼ାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କଳିଙ୍ଗ ପାହାଡ଼ ନିଲାମ ପାଖାପାଖି ଦୁଇଗୁଣ ଅଧିକ ଟଙ୍କାରେ ଯାଇଥିବାରୁ କ୍ରସର ଚଳାଇବାରେ ସମସ୍ୟା ହେବ ବୋଲି ତାପଙ୍ଗ ଆଞ୍ଚଳିକ କ୍ରସର ସଙ୍ଘ ଆଶଙ୍କା କରିଛି।ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାହାଡ ନିଲାମକୁ ନେଇ ଦେଖାଦେଇଛି ବିବାଦ। ପୂର୍ବରୁ ଯେଉଁ ନିଲାମ ଶ୍ରୀମନ୍ଦିର ପ୍ରଶାସନ କରୁଥିଲା ତାକୁ ଏବେ ଜିଲ୍ଲା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୬/୮: ଆଜି ୬୬୨ ବର୍ଗ କଲେଜ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ପେନସନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଶହ ଶହ ଅଧ୍ୟାପକ, କର୍ମଚାରୀ ସ୍ଥାନୀୟ ଗୀତା ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସଙ୍ଘ ପକ୍ଷରୁ Continue Reading
Odisha News
ଭୁବନେଶ୍ୱର, ୬/୮ : ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବାକୁ ତାଗିଦ ହୋଇଛି । ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଛି କି ନାହିଁ ସେ ନେଇ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନିଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି ।ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇ ରାଜ୍ୟ […]Continue Reading
Odisha News
କେନ୍ଦ୍ରାପଡ଼ା, ୬/୮ : ରାଜ୍ୟର ଜଣେ ଛାତ୍ରୀଙ୍କ ଆତ୍ମଦାହ ଏବଂ ଆଉ ଜଣଙ୍କୁ ଜାଳିଦେବା ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନ ଥିବାବେଳେ ପୁଣି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି ।କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଛାତ୍ରୀ ଆତ୍ମଦାହ କରିଥିବା ଜଣାପଡ଼ିଛି । ସେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଥିଲେ । କେହି ଜଣେ ତାଙ୍କୁ ହଇରାଣ କରୁଥିଲେ ବୋଲି ତାଙ୍କ ବାପା କହିଛନ୍ତି ।ଛାତ୍ରୀଙ୍କ ବାପାଙ୍କ […]Continue Reading
Odisha News
ନୂଆଦିଲ୍ଲୀ, ୬/୮ : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୌଇତ୍ର । ପିନାକୀଙ୍କ ବିବାହ ଭୋଜିରେ ବିରୋଧୀ ଦଳର ଅନେକ ବଡ଼ ବଡ଼ ନେତାଙ୍କୁ ଦେଖିବାକୁ ମିଳିଛି । ଯେଉଁଥିଲେ ସାମିଲ ହୋଇଛନ୍ତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ।ବିବାହର ଦୀର୍ଘ ଦିନ ପରେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ର ଦିଲ୍ଲୀର ଏକ ତାରକା ଭବ୍ୟ ଭୋଜିର ଆୟୋଜନ କରିଛନ୍ତି । ଯେଉଁଥିରେ […]Continue Reading
Odisha News
ସମ୍ବଲପୁର, ୬/୮ : ପୁଣି ଜଣେ ସରକାରୀ ଅଧିକରୀଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ସମ୍ବଲପୁରସ୍ଥିତ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଏକକାଳୀନ ୭ଟି ଠିକଣାରେ ଚଢ଼ଉ କରାଯାଉଛି । ଭୁବନେଶ୍ୱର, ସମ୍ବଲପୁର ଏବଂ ଗଞ୍ଜାମରେ ଯାଞ୍ଚ କରାଯାଉଛି । ଭୁବନେଶ୍ୱର Continue Reading
Odisha News
ଯାଜପୁର/କଟକ, ୬/୮ : ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଚେତୁ ନାହାଁନ୍ତି ଅମାନିଆ ପୋଲିସ ବାବୁ । ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ପୋଲିସ ନିର୍ଯ୍ୟାତନା ସହି ନ ପାରି ସମ୍ପୃକ୍ତ ଯୁବକ ଜଣକ ବିଷ ପିଇ ଦେଇଥିବା ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି । ଯୁବକ ଜଣକ ହେଲେ ଅଣକା ଗ୍ରାମ ମଣିପୁରସାହିର ରବିନ୍ଦ୍ର […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୫/୮ : କନ୍ଧମାଳ ଜିଲ୍ଳାର ଗଞ୍ଜେଇର ଚାହିଦା ଅଧିକ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏବେ ଏହି ଜିଲ୍ଳାର ଭାଙ୍ଗ ଉପରେ ନିଶା ମାଫିଆମାନଙ୍କ ନଜର ପଡ଼ିଛି।ସୁବିଧା ସୁଯୋଗ ଦେଖି ସେମାନେ ରୀତିମତ ଭାବେ ଏଠାରୁ ଭାଙ୍ଗ, ଭୁବନେଶ୍ବର ଓ ପୁରୀକୁ ଚାଲାଣ କରୁଛନ୍ତି। କିଛି ଦିନ ତଳେ ଇଟାମାଟି ଥାନା ପୁଲିସ ୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଭାଙ୍ଗ ଜବତ କରିବା ପରେ ଏବେ ଏହି ଘଟଣା ଜଣାପଡ଼ିଛି।ଜବତ ହୋଇଥିବା ଭାଙ୍ଗର […]Continue Reading
Odisha News
ଯାଜପୁର, ୫/୮: ବହୁଚର୍ଚ୍ଚିତ ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ଶୁଣାଇଛନ୍ତି କୋର୍ଟ। ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର ପୋସ୍କୋ ଜଜ ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ।୧୮ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା […]Continue Reading
Odisha News
ଭୁବନେଶ୍ୱର, ୫/୮ : ନିଯୁକ୍ତ ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଶୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ।ରାଜ୍ୟରେ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଉପରେ କିପରି ରୋକ ଲଗାଯାଇପାରିବ, ବିଶେଷକରି ମହିଳା କମିସନ ଆୟୋଗଟିକୁ କିପରି ଅତି ଚଳଚଞ୍ଚଳ କରାଯାଇ […]Continue Reading