ଭୁବନେଶ୍ଵର, ୪/୯ : ଚଳିତ ବର୍ଷ ଦୁର୍ଗାପୂଜାରେ ଅନେକ କଟକଣା ଜାରି କରାଯାଇଛି । ଏବେ ପୂଜା କମିଟିଗୁଡ଼ିକ ଉପରେ ଆଉ ଏକ କଟକଣା ପୁଣି ଲଗାଯାଇଛି । ଏଥର ରାଜଧାନୀ ମେଲୋଡ଼ିରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଏଥିପାଇଁ ଗୁରୁବାର ବସିଥିବା ଭୁବନେଶ୍ୱର ମହାନଗର ନିଗମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଦୁର୍ଗାପୂଜା ପାଇଁ ଆଜି ବିଏମସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକଚନା ହୋଇଛି । Continue Reading




