ମୟୂରଭଂଜ, ୩/୪ : ଅବିନାଶ ବିଜୁଳି ଆଜି ଅପରାହ୍ଣରେ ଗାଁ ପୋଖରୀରେ ମାଛ ଧରୁଥିଲେ। ପୋଖରୀରୁ ଫେରିଲା ବେଳକୁ ସାଥୀରେ ମାଛ ନେଇ ଆସିବେ ଏବଂ ଏହା ତରକାରୀ ହେବ ବୋଲି ମଧ୍ୟ ଭାବିଥିଲେ। ଅନ୍ୟପଟରେ ଅବିନାଶଙ୍କ ପତ୍ନୀ ମଧ୍ୟ ସ୍ବାମୀଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ।କିନ୍ତୁ ଏକ ଅଭାବନୀୟ ଘଟଣା କ୍ରମରେ ସବୁ ଓଲଟପାଲଟ ହୋଇଗଲା। ପୋଖରୀ ଭିତରେ ଏକ କଉମାଛ ଅବିନାଶଙ୍କ ପାଟି ଭିତରେ ପଶିଗଲା ଏବଂ ତଣ୍ଟିରେ ଅଟକି ଯାଇଥିଲା। କଉମାଛ ହିଁ […]Continue Reading




