ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୨/୧୦ : ସାଧାରଣ ଲୋକ ମଦ୍ୟପାନ କରି ଗାଳିଗୁଲଜ କରିବା ଆପଣମାନେ ଦେଖିଥିବେ। ଅତ୍ୟଧିକ ନିଶାରେ ନିଶାଖୋର ଲୋକଙ୍କୁ ରାସ୍ତା କଡରେ ପଡିଥିବା ଦୃଶ୍ୟ ବି ଆପଣମାନେ ଦେଖିଥିବେ।ଏପରିକି ପୋଲିସ ପାଟ୍ରୋଲିଂ କରି ନିଶା ସେବନ କରି ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଧରିଥାଏ। ଯଦି ଖୋଦ୍ ପୋଲିସ ଏମିତି କାମ କରେ ତେବେ କହିବା କାହାକୁ ଖାକି ଡ୍ରେସରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳିଗୁଲଜ କରିବା ପଡିଲା ମହଙ୍ଗା Continue Reading




