Home Archive by category Odisha News (Page 150)

Odisha News

Odisha News
ଭୁବନେଶ୍ୱର,୨୨/୯: ଅନାସ୍ଥା ନୋଟିସ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ। କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ଭାଜପା, ବିଜେଡି ମିଶିକି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି।ସୋମବାର ଗୃହରେ କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ବାଚସ୍ପତି କହିଛନ୍ତି, ଗୃହରେ ଅଚଳାବସ୍ଥା ଯୋଗୁ ଅବଧି ସରିଛି ବୋଲି Continue Reading
Odisha News
ଭୁବନେଶ୍ୱର, ୨୨/୯ : ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି ରହିଛି । ସୋମବାର ମଧ୍ୟ ପ୍ରଶ୍ନୋତ୍ତର କାଳ ଧୋଇଯାଇଛି । ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର‌୍ୟ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ ଥିଲା । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଶ୍ନୋତ୍ତର କାଳରେ ଉଭୟ ବିରୋଧୀ ହଙ୍ଗାମା କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି […]Continue Reading
Odisha News
ଓଡ଼଼ିଶା, ୨୨/୯ : ଆଜିଠୁ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ। ତେବେ ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ମା\’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ।ଏହାସହିତ ନବ ଦିନାତ୍ମକ ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏଥିପାଇଁ ବିଭିନ୍ନ ଶକ୍ତିପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ହାତରେ ଭୋଗଡ଼ାଲା ଧରି ମା\’ଙ୍କ ପୂଜା କରିବା ପାଇଁ ଅପେକ୍ଷାରେ ରହିଛନ୍ତି ମାନସିକଧାରୀ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା ,୨୨/୯ : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗତ ଏକ ଦସନ୍ଦି ଧରି କୃଷି ଉତ୍ପାଦନ ଵୃଦ୍ଧି ସହ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଯେତେ ସବୁ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଅଛି । ତଥା ଡିଣ୍ଡିମ ପିଟା ଯାଉଛି ତାହା ଧୂଆଁବାଣ ଛଡ଼ା ଅନ୍ୟକିଛି ନୁହେଁ ବୋଲି ଭାତ ହାଣ୍ଡିରୁ ଗୋଟିଏ ଭାତ ପରଖିବା ପରି ଜନଜାତି ବହୁଳ କେବିକେ ତଥା […]Continue Reading
Odisha News
ବ୍ରହ୍ମବାସୀ ବେଉରାଙ୍କ ରିପୋର୍ଟ ମାଧବପୁର /ହରଭଙ୍ଗା, ୨୨/୯ : ହରଭଙ୍ଗା ଅନ୍ତର୍ଗତ ପୁରୁଣାକଟକ ଗ୍ରାମପଞ୍ଚାୟତ ର ଜିଆଁକଟା ଗ୍ରାମରେ ୨୧ତାରିଖ ଦିନ ୧୧ଘଣ୍ଟା ସମୟରେ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବାବେଳେ ଦଶ ଜଣ ଆହତ ହୋଇ ବୌଦ୍ଧ ଓ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସତ ହେଉଛନ୍ତି ।ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ ଘରମାଲିକ ମାଗିରାମ ବେହେରାଙ୍କ ରେ ବାଣକାରଖାନା ରେ ବାଣ ତିଆରି ଚାଲୁଥିଲା । ବାଣ ତିଆର […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୧/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ।ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେକଗେଟ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୯ : ଭାରତ ସରକାରଙ୍କ “ସେବା ପର୍ବ ୨୦୨୫” ଅଧୀନରେ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୧ ସେପ୍ଟେମ୍ବର ୨୦୨୫ ତାରିଖରେ ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ର ଆୟୋଜନ କରାଯାଇଥିଲା।ଏ ଅବସରରେ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ସାଂସଦ, କନ୍ଧମାଳ, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୧/୯ : ଆଜି ସକାଳ ୬ ଘଟିକା ସମୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସେବା ପଖୱାଡ଼ା ଦିବସ -୨୦୨୫ ପାଳିତ ହେବାସହ ସେବା ପଖୱାଡା ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ମୁଖ୍ୟ […]Continue Reading
Odisha News
ଭୁବନେଶ୍ୱର, ୨୧/୯ : କେବେ ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଏହି ପ୍ରଶ୍ନ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠୁ ଲାଗି ରହିଛି ।କିଛି ବିବାଦୀୟ ମନ୍ତ୍ରୀଙ୍କୁ ହଟାଇ କିଛି ନୂଆ ମୁହଁଙ୍କୁ କ୍ୟାବିନେଟରେ ସାମିଲ କରାଯିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଅଛି । ହେଲେ ଏହାର ଅଙ୍କ ଛିଣ୍ଡୁନି ।ଏସବୁ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି […]Continue Reading
Odisha News
ବରଗଡ଼,୨୧/୯ : ଆଜି ମହାଳୟା।ଏହି ଅବସରରେ ରବିବାର ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି ।ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି । ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।Continue Reading