Home Archive by category Odisha News (Page 132)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୩: ମଙ୍ଗଳବାର ଖୋରଧା ଜିଲ୍ଲାର ୨୨୨ ଜଣ ତୀର୍ଥ ଯାତ୍ରୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି ।ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଗୋଟି ବସ୍ ଆୟୋଜନ କରାଯାଇଥିଲା । ଜିଲ୍ଲାର ଦୁଇଗୋଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମା ଭୁବନେଶ୍ୱର Continue Reading
Odisha News
ଭୁବନେଶ୍ୱର,୧୭/୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍ ଭୋଟିଂ କରିଥିଲେ। କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। କଂଗ୍ରେସରୁ ବହିଷ୍କୃତ ବିଧାୟକ ମହମ୍ମଦ ମୋକିମ ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି।ସେ କହିଛନ୍ତି, ଏହି ବିଧାୟକମାନେ ଗୋଟିଏ ପ୍ଲାଟଫର୍ମରେ ସାମିଲ ହୁଅନ୍ତି।ଝିଅ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୧୬/୩ : ବିଘ୍ନ ବିନାଶକ ହେଲେ ଗଣେଶ ଶିବଙ୍କ ପୁତ୍ର । ସମସ୍ତ ବ୍ରହ୍ମା କୁମାର କୁମାରୀ ହେଉଛନ୍ତି ଶିବ ଙ୍କ ପୋଷ୍ୟପୁତ୍ର ।ତେଣୁ ଏଠାରେ ସମସ୍ତେ ସାମୁହିକ ଧ୍ୟାନ ଶିବିର ଜରିଆରେ ବିଶ୍ୱ କଲ୍ୟାଣ ପାଇଁ ଆଜି ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି । ବି କେ ଝୁନୁ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ବିକେ ନଗେନ୍ଦ୍ର, ଅରବିନ୍ଦ,ବରଦା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଓ ଯୁଗ ପରିବର୍ତ୍ତନ ପାଇଁ ସମାଜ କଲ୍ୟାଣ ନିମନ୍ତେ […]Continue Reading
Odisha News
ଭୁବନେଶ୍ୱର, ୧୭/୩: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଉପରୋକ୍ତ ତିନି ଜଣ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୩ : ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ତଥା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୂଲ୍ୟା ନଦୀକୂଳରେ ଅବସ୍ଥିତ ମା’ ତାରାତାରିଣୀଙ୍କ ଚଇତି-ଯାତ୍ରା ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି।ଏହି ଯାତ୍ରାର ପ୍ରଥମ ପାଳି ମଙ୍ଗଳବାର ଦିନରେ ଯେତିକି ଭକ୍ତ ସମାଗମ ହୋଇଥିଲା ଦ୍ୱିତୀୟ ପାଳିରେ ବାରୁଣୀ ସ୍ନାନ ପଡ଼ୁଥିବାରୁ ତଥା ଦଣ୍ଡୁଆ ମାନେ ମାନସିକ କରି ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭକୁ ନଜରରେ ରଖି ପ୍ରବଳ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୩ :ଖୋରଧା ଟାଉନ୍ ରେଳଷ୍ଟେସନ୍ ନିକଟବର୍ତ୍ତି ପଲ୍ଲା ତୋଟାପଡ଼ା ମୌଜାରେ ଏକ ଇଷ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ (ଆଇ.ଏସ୍.ବି.ଟି) କରାଯିବା ପାଇଁ ଖୋରଧା ବିକାଶ ମଞ୍ଚ ତରଫରୁ ପୁନର୍ବାର ଦାବୀ ଦୋହରାଯାଇଛି ।ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ Continue Reading
Odisha News
ବରଗଡ଼,୧୬/୩: ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ରହିଥିବା ଦରମା ଉଠାଣ ପାଇଁ ଜଣେ ବିଭାଗୀୟ କର୍ମଚାରୀଙ୍କୁ ସେ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ବିଷୟରେ କ୍ଷୁବ୍ଧ ହୋଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।ସମ୍ପୃକ୍ତ କର୍ମଚାରୀ ଏନେଇ ଅଭିଯୋଗ କରିବା ପରେ ଲାଞ୍ଚୁଆ Continue Reading
Odisha News
ଭୁବନେଶ୍ୱର,୧୬/୩ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି।ଏହାରି ଭିତରେ କ୍ରସ ଭୋଟିଂକୁ ନେଇ ସବୁଠାରୁ ବଡ଼ ଖବର ଆସିଛି।ଦଳୀୟ ହ୍ୱିପକୁ ଅବମାନନା କରି ୮ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସବୁଠାରୁ ବଡ଼ ଧକ୍କା ଲାଗିଛି କଂଗ୍ରେସକୁ। ଦଳର ତିନି ଟାଣୁଆ ନେତା ରମେଶ ଜେନା, ସୋଫିଆ ଫିର୍ଦୋସ୍ ଏବଂ ଦାଶରଥୀ ଗମାଙ୍ଗ କ୍ରସ୍ ଭୋଟିଂ କରିଛନ୍ତି। ନିଜେ ପିସିସି ସଭାପତି ଭକ୍ତ ଦାସ ଏହି ଖବରକୁ ସ୍ପଷ୍ଟ କରିବା […]Continue Reading
Odisha News
କଟକ,୧୬।୩: ଏସସିବି ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି।ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ନିଆଁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୩ : ମୁସଲିମ ଧର୍ମର ପବିତ୍ର ରମଜାନ ମାସ ସରି ସରି ଆସୁଥିବା ବେଳେ ଖୋରଧା ନିକଟ ସରଧାପୁର ଗ୍ରାମ ସ୍ଥିତ ଅକିକ୍ ୱେଲଫ୍ୟାର୍ ଫାଉଣ୍ଡେସନର ରମଜାନ ଅବସରରେ ସ୍ଥାନୀୟ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଛି। ଏହି ରମଜାନ ମାସରେ ପ୍ରତ୍ୟେକ ମୁସଲିମ ନିଜର ଅର୍ଜିତ ସମ୍ପତିରୁ କିଛି ଅଂଶ ନିଜର ପୁଣ୍ୟ ଅର୍ଜନ କରିବା ପାଇଁ ଦାନ ଧର୍ମ କରିଥାନ୍ତି। ଅସହାୟ ମୁସଲିମ […]Continue Reading