Home Archive by category Bollywood (Page 11)

Bollywood

Bollywood
ନୂଆଦିଲ୍ଲୀ,୬/୮: ୪୩ବର୍ଷ ବୟସରେ ମା’ ହୋଇଥିଲେ ବିପାଶା ବସୁ । ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିପାଶା ଓ କରଣ ସିଂହ ଗ୍ରୋଭର ଝିଅର ନାମ ରଖିଥିଲେ ଦେବୀ ବସୁ ସିଂହ ଗ୍ରୋଭର। ଏହି ଦମ୍ପତି ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ କନ୍ୟାର ବାପା ଓ ମା’ ହୋଇଥିବାର ଖୁସି ଖବର ଦେଇଥିଲେ। ଏଭଳି ଖୁସିର ସମୟରେ ବିପାଶା ଓ କରଣଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା।କନ୍ୟାର ଜନ୍ମପରେ ବିପାଶ ଓ କରଣ […]Continue Reading
Bollywood
ମୁମ୍ବାଇ,୫/୮: ୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ । ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମରେ ସବୁ ଲାଇମ୍ଲାଇଟ୍ ସାଉଁଟି ନେଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ହିରୋ ଧର୍ମେନ୍ଦ୍ର। ଏହି ଫିଲ୍ମରେ ଶବାନା ଆଜମୀଙ୍କ ସହ ଧର୍ମେନ୍ଦ୍ରଙ୍କ ଲିପ୍ଲକ୍ କିସିଂ ସିନ୍ ଥିବା ବେଳେ ଏହାକୁ ନେଇ ଥମୁନି ଚର୍ଚ୍ଚା।ଏନେଇ ଫିଲ୍ମ ପ୍ରମୋସନ ବେଳେ ଧର୍ମେନ୍ଦ୍ରଙ୍କୁ […]Continue Reading
Bollywood
ନୂଆଦିଲ୍ଲୀ,୨୦/୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଭିଡିଓ ତାଙ୍କୁ ବିଚଳିତ କରିପକାଇଛି ବୋଲି ଆଜି ଟୁଇଟ୍ କରି ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି।ସେ କହିଛନ୍ତି, ଅପରାଧୀମାନଙ୍କ ପ୍ରତି ଏମିତି ଦଣ୍ଡ ବିଧାନ କରାଯିବା ଉଚିତ ଯେ, ଏଭଳି ଅପକର୍ମ କରିବାକୁ ଯେମିତି କେହି କଳ୍ପନା କରି ନ ପାରନ୍ତି।ଆଜି ସକାଳେ ଟୁଇଟ୍ କରିଥିବା ପୋଷ୍ଟ୍ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ Continue Reading
Bollywood
ମୁମ୍ବାଇ,୧୭/୭: ପୁଣି ଚର୍ଚ୍ଚାରେ ଦବଙ୍ଗ ଖାନ୍ ସଲମାନ। ଗତ କିଛି ଦିନ ହେବ ତାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ହତ୍ୟା ଧମକ ଦେଉଥିବା ବେଳେ ଏବେ ତାଙ୍କ ନାମକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଜଣାପଡ଼ିଛି।ଏବିଷୟରେ ସଲମାନଙ୍କ ଟିମ୍ ଜଣାଇବା ସହ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। କିଛି ଦୁର୍ବୃତ୍ତ ସଲମାନଙ୍କ ଫିଲ୍ମରେ କାମ ଦେବାକୁ କହି ଲୋକଙ୍କୁ ଠକୁ ଥିବାର ଅଭିଯୋଗ ହେବା ପରେ ଏବେ ସଲମାନଙ୍କ ଟିମ୍ ଏକ ବିବୃତି […]Continue Reading
Bollywood
ମୁମ୍ବାଇ,୧୬/୭: ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ ଅଫ୍ ଦି ଲିଜିଅନ୍ ଅଫ୍ ଅନର’ ପ୍ରଦାନ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ୟାରିସରେ ବଲିଉଡ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଖୁବ ଭାଇରାଲ ହେଉଛି।ଦୁହେଁ Continue Reading
Bollywood
ନୂଆଦିଲ୍ଲୀ,୮/୭: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତାଶିର୍ ଆଜି ଯୋଡ଼ହସ୍ତରେ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।ହେଲେ ତାଙ୍କର କ୍ଷମା ପ୍ରାର୍ଥନାକୁ ଦର୍ଶକ ଗ୍ରହଣ କରିନଥିବା ଦେଖାଯାଇଛି। ବହୁତ ବିଳମ୍ବରେ କ୍ଷମା ପ୍ରାର୍ଥନା କରିଛ ବୋଲି କିଛି ଲୋକ କହିଥିବା ବେଳେ ଆଉ କିଛି ଲୋକ କହିଛନ୍ତି, ଆମେ ‘ଆଦିପୁରୁଷ’ ନିର୍ମାତାଙ୍କୁ କେବେ ବି କ୍ଷମା କରିପାରିବୁ ନାହିଁ।ମନୋଜ ଟ୍ବିଟ କରି କ୍ଷମା Continue Reading
Bollywood
Lucknow,June 29:’Adipurush’ row: Ramayana characters portrayed in ‘very shameful manner’, says Allahabad HC The Allahabad High Court on Wednesday pulled up the makers of controversial movie “Adipurush”, saying the characters of Ramayana have been portrayed in a “very shameful manner”. The Lucknow bench of the high court, Continue Reading