ମୁମ୍ବାଇ,୧୭/୧୦: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ବିଜେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଦେଇଥିବାରୁ ବରିଷ୍ଠ Continue Reading
Bollywood
MUMBAI,OCTO 9 : Bollywood Actor Shah Rukh Khan will be provided Y+ security cover by Mumbai Police following a written complaint flagging death threats to the actor after the success of his recent movies Pathan and Jawan, India Today reported. The Maharashtra government passed orders to upgrade the actor’s security cover. In response to the […]Continue Reading
ନୂଆଦିଲ୍ଲୀ,୫/୧୦: ବଲିଉଡର ବିଗ ବି ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ଓ ବ୍ୟକ୍ତିତ୍ବ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ସମ୍ପ୍ରତି ତାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସିଏଆଇଟି (କନଫେଡେରେସନ୍ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ) ଅମିତାଭ ବଚ୍ଚନଙ୍କ ବିରୋଧରେ ଅଭିଯୋଗ ନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛି।ଖାଉଟି ବ୍ୟାପାର ମନ୍ତ୍ରାଳୟରେ ସିଏଆଇଟି ଦାଖଲ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି କି, ଫ୍ଲିପକାର୍ଡରେ Continue Reading
ନୂଆଦିଲ୍ଲୀ,୨୭/୯: ଓସ୍କାରରେ ପ୍ରବେଶ କଲା ମାଲାୟାଲମ ଫିଲ୍ମ ୨୦୧୮। କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ସିନେମା ଓସ୍କାର ଦୌଡ଼ରେ ଭାଗ ନେଇଛି। ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ନୋମିନେଟ୍(ମନୋନୀତ) ହୋଇନଥିଲେ। ଦୀର୍ଘ ୨୧ ବର୍ଷ ପରେ ଏହି ସୌଭାଗ୍ୟ ଅର୍ଜନ କରିଛି ୨୦୧୮।ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, Continue Reading
ମୁମ୍ବାଇ,୨୬/୯: ୧ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।ଅନୁରାଗ ଠାକୁର ଟ୍ୱିଟ କରି ସୂଚନା ଦେଇଛନ୍ତି, ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ବର୍ଷ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା କରି ମୁଁ ଖୁବ୍ ଖୁସି ଅନୁଭବ କରୁଛି।‘ପ୍ୟାସା’, ‘କାଗଜ Continue Reading
ମୁମ୍ବାଇ,୨୫/୯: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଛି। ସେମାନେ ବାହା ହେବା ପରେ ଏବେ ବିବାହ ପରର ଫଟୋ ସବୁ ଭାଇରାଲ୍ ହେବାରେ ଲାଗିଛି।ପରିଣୀତି ଚୋପ୍ରା ସତସତିକା ଏକ ପରୀ ଭଳି ଫଟୋରେ ସୁନ୍ଦର ଦେଖା ଯାଉଛନ୍ତି। ରାଘବ ଓ ପରିଣୀତି ଏବେ ଆନୁଷ୍ଠାନିକ ଭାବେ ପତି-ପତ୍ନୀ। ଦୁହେଁ କ୍ରିମ୍ କଲର୍ର Continue Reading
ମୁମ୍ବାଇ,୨୩/୯: ବଲିଉଡ ନାୟିକା ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ବାହାଘର ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ହେଉଛି।ଏଥିଲାଗି ସନ୍ଧ୍ୟାରେ ରିସେପସନ୍ ପାର୍ଟି ମଧ୍ୟ ରଖାଯାଇଛି। ବାହାଘର ପାଇଁ ଉଭୟ ବରକନ୍ୟା ଉଦୟପୁରରେ ପହଞ୍ଚିସାରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କର ବହୁ ବନ୍ଧୁବାନ୍ଧବ ସାମିଲ ହେବେ, ହେଲେ ପରିଣୀତିଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଏଥିରେ ଯୋଗ ଦେଉନଥିବା ଚର୍ଚ୍ଚା ହେଉଛି।ପ୍ରିୟଙ୍କା ଚୋପ୍ରା ଜୋନାସ Continue Reading
କୋଲକାତା,୧୭/୯ : ଠକେଇ ମାମଲାରେ ବଢ଼ିଛି ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଅଡ଼ୁଆ। ତାଙ୍କ ନାଁରେ ଆଜି କୋଲକାତାର ଗୋଟିଏ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୮ ମସିହାରେ ଜରୀନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ପୁଲିସ୍ ଏହାର ତଦନ୍ତ କରି କୋଲକାତାର ସିଆଲଦା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା।ମାମଲାର ଶୁଣାଣି ଚାଲିଥିବା ବେଳେ ଜରୀନ ଜାମିନ ପାଇଁ ଆବେଦନ କରି ନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇ ନଥିଲେ। ସମନ ସତ୍ତ୍ୱେ ସେ […]Continue Reading
MUMBAI,SEPT 15 : On September 13, the Odisha Economic Offences Wing (EOW) said they will question Govinda in connection with a Rs 1,000 crore pan-India Online Ponzi Scam probe. The authorities said that the Solar Techno Alliance (STA-Token) with an online presence in several countries was illegally operating a pyramid-structured under the scam in the […]Continue Reading
MUMBAI,SEPT 14 : Veteran actor Rio Kapadia is no more. The actor who has acted in films like ‘Chak De! India,’ ‘Happy New Year’ and ‘Mardaani’ among others, died on September 14. His friend Faisal Malik confirmed his death news to IndiaToday.In. The actor was diagnosed with cancer last year. His cremation will take place […]Continue Reading




