Home Articles posted by odadmin (Page 968)
Top Stories
By Our Correspondent Bhubaneswar, Feb 16: The second day of Odisha Mining & Infrastructure International Expo witnessed the participation of industry experts in two separate panel discussion sessions. The first panel discussion session started with welcome address by Swami Prem Anvesh ji, MD, Futurex Group. The invited guests discussed on the topic ‘Significance Continue Reading
Bollywood
ବମ୍ବେ,୧୬/୨: ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି ।କବିତା କର୍କଟ ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ହୃଦଘାତର ଶିକାର ହୋଇ ସେ ଅମୃତସରର ପାର୍ବତୀ ଦେବୀ […]Continue Reading
Odisha News
ନୂଆଦିଲ୍ଲୀ,୧୬/୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବର୍ତ୍ତମାନ ବିହାରର ସାସାରାମରେ ପହଞ୍ଚିଛି।ସାସାରାମରେ ଚାଲିଥିବା ‘ଭାରତ ଯୋଡ଼ୋ ନ୍ୟାସ ଯାତ୍ରା’ ସମୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ତେଜସ୍ୱୀ ଯାଦବଙ୍କୁ ରାହୁଲ ଗାନ୍ଧୀଙ୍କ ‘ସାରଥୀ’ ରୂପେ ଦେଖିବାକୁ ମିଳିଛି।ଭାଇରାଲ୍ ହୋଇଥିବା ଏକ Continue Reading
National News
NEW DELHI,FEB 16 : Several farmers’ unions have called for a ‘Bharat Bandh’ as their protest entered day four today. Large gatherings have been banned in Delhi and its national capital region (NCR) as Section 144 has been imposed. Farmers have vowed to intensify the stir, with the Noida-based Bharatiya Kisan Parishad extending support to […]Continue Reading
Odisha News
ଭୁବନେଶ୍ୱର, ୧୬/୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି।ଛାତ୍ରୀଛାତ୍ର ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବେ ଓ ୧୫ ମିନିଟ ପୂର୍ବରୁ ହଲ୍ ପ୍ରବେଶ କରିବେ। ୧୦ ମିନିଟ୍ ପୂର୍ବରୁ ଖାତା ଓ ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର Continue Reading
Odisha News
କୋଣାର୍କ, ୧୬/୨: ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ Continue Reading
Top Stories

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ, ମୁଖ୍ୟମନ୍ତ୍ରୀ ନେଲେ ଏଭଳି ନିଷ୍ପତ୍ତିଭୁବନେଶ୍ବର,୧୫/୨: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆଣିବା ସହ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା Continue Reading
Odisha News
ଭୁବନେଶ୍ବର, ୧୫/୨: ଆମେ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ସଚେତନତା ହେବା ଜରୁରୀ। ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ। ବହୁ ପ୍ରତୀକ୍ଷିତ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହା କହିଛନ୍ତି।ସେ କହିଛନ୍ତି ଯେ, ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ। ଓଡ଼ିଶା ପାଇଁ ନୂଆ ଯୁଗ ଆରମ୍ଭ କରିଛି ଏହି ହସ୍ପିଟାଲ। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ Continue Reading