Home Articles posted by odadmin (Page 967)
Odisha News
ବ୍ରହ୍ମଗିରି, ୧୭/୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଜୈନିକ ମହିଳାଙ୍କୁ ତାଙ୍କ ସ୍ୱାମୀ ଆଗରେ ଗଣଦୁର୍ଷ୍କମ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମୂଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।ପୁଲିସ ସୂତ୍ରରୁ ପ୍ରକାଶ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଲକ୍ଷ୍ମୀପ୍ରିୟା (ଛଦ୍ମନାମ) ୨୫ଙ୍କ Continue Reading
Odisha News
ଭଦ୍ରକ,୧୭/୨ : ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଇ ଦିଦ ତଳେ ପ୍ରଫୁଲ୍ଲଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ରେଡ୍ କରିଥିବା ବେଳେ ଏବେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି।ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ […]Continue Reading
Odisha News
ବେଲପଡ଼ା,୧୭/୨: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଭୟାଵହ ଘଟଣା ଘଟିଥିଲା। ଏହି ଘଟଣାରେ ୬ ଜଣ ଆହତ ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡ଼ୋଶୀ ମାଳତୀ ମହାଖୁଡ ନିଆଁରେ ପୋଡ଼ି ଯାଇଥିଲେ।ଉତ୍ତମ ଚିକିତ୍ସା ସକାଶେ ସେମାନଙ୍କୁ ରାଉରକେଲାର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାଳତୀ ମହାଖୁଡ, ଭାନୁମତୀ ଅଦାବରିଆ, ମହେଶ୍ୱର ଅଦାବରିଆ, Continue Reading
Odisha News
ବୌଦ୍ଧ,୧୭/୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ଖୁସିରେ ନାଚିଥିଲେ ଡ୍ରାଇଭର୍। ଗତକାଲି ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଡ୍ରାଇଭର ସଂଗ୍ରଠନ ପକ୍ଷରୁ ବାଜା ବଜେଇ ନାଚି ଖୁସି ମନାଯାଇଥିବା ଦେଖିବାକୁ ମିଳିଥିଲା।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ। ଆୟ ତୁଳନାରେ ବସନ୍ତ ୪୪୫ ପ୍ରତିଶତ Continue Reading
Top Stories
By Chitta Ranjan Beura Bhubaneswar, Feb 16: Former Vice President of Guatemala Cesar Guillermo Castillo Reyes and the Founder-Chairman of Sri Ramakrishna Export Private Limited Mr. Govindbhai Laljibhai Dholakia were on Friday bestowed with the KISS Lifetime Achievement Award, marking the 20th-anniversary celebration of KIIT DU. Former Prime Minister H D Deve Gowda could Continue Reading
Top Stories
By Our Correspondent Bhubaneswar, Feb 16: Highly anticipated 2nd Odisha Mining & Infrastructure International Expo Organising by Futurex Trade Fair and Events Pvt. Ltd was inaugurated today at by Chief GuestSri Pratap Keshari Deb, Hon’ble Minister of Energy, MSME Department, Govt. of Odisha in the presence ofShri Salin Agarwal, President, OASME, Shri Pawan Gupta, Continue Reading
Odisha News
ଭୁବନେଶ୍ୱର, ୧୬/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ ଅନୁମୋଦନ ମିଳିଛି ।ଏଣିକି ବୁଣାକାର ୨ହଜାରରୁ ଅଢ଼େଇ ହଜାର ସହାୟତା ପାଇବେ।ସେହିପରି ଏସ୍ଏଚ୍ଜି ମହିଳାଙ୍କୁ ୧ହଜାର ଟଙ୍କା ଲେଖାଏ ୟୁନିଫର୍ମ ସହାୟତା ମିଳିବ । ୭୦ଲକ୍ଷ ମହିଳା ହଜାରେ ଟଙ୍କା ଲେଖାଏ ପାଇବେ Continue Reading