Home Articles posted by odadmin (Page 957)
Odisha News
ଭୁବନେଶ୍ୱର, ୨୪/୨: ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ […]Continue Reading
Odisha News
ଭୁବନେଶ୍ୱର,୨୪/୨: ଏଥର ମାଟ୍ରିକ ପରୀକ୍ଷାରେ ଘାଣ୍ଟୁଛି AI । ପରୀକ୍ଷା ବେଳେ ହେଉଥିବା ଛୋଟ ଛୋଟ ତ୍ରୁଟି ବିଚ୍ୟୁତି ବି ଇଓ ନଜରରେ ପଡ଼ି ଯାଉଛି। ଇଓର କଡ଼ା ନଜର ସତ୍ତ୍ୱେ ବି ଏଥର ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡ଼ିଆରେ ଘୁରି ବୁଲିଲା ପ୍ରଶ୍ନ ଓ ଉତ୍ତର।ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି। ଇଂରାଜୀ Continue Reading
National News
Hyderabad, Feb 24  : A businesswoman in Hyderabad was arrested for stalking and kidnapping a television anchor after an unknown person, impersonating him, allegedly duped her and disappeared with money, police said on Saturday. Bhogireddy Trisha, the Managing Director of five startup companies, kidnapped the television anchor Pranav Sistla after she was duped for Rs […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୨ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲାପାଳ ଜେ. ସୋନାଲ ଯୋଗଦେଇଥିଲେ ।କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ନେଇ ରହିଥିବା ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ମୁଖ୍ୟ ଅତିଥି ସଚେତନ କରାଇଥିଲେ । ଏହା ସହ Continue Reading
National News
West Bengal,Feb 23 :  West Bengal BJP leader Sabyasachi Ghosh was arrested on Friday for allegedly running a prostitution racket in Howrah. This comes amid the party’s forceful offensive against the ruling Trinamool Congress over Sandeshkhali where several women have accused Trinamool strongman Sheikh Shahjahan and his aides of land grab and sexual exploitation. Stepping Continue Reading
Odisha News
ଭୁବନେଶ୍ୱର,୨୩/୨: ରାଜ୍ୟ ସରକାର ଗ୍ରାମପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି।ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ପୂର୍ବ ପାରିଶ୍ରମିକଠାରୁ ୬୨ ଦଶମିକ ୫୦ ପ୍ରତିଶତ ଅଧିକ। ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।୫ଟି ଓ ଆମ ଓଡ଼ିଶା ନବୀନ Continue Reading
Bollywood
ବ୍ରହ୍ମପୁର,୨୩/୨: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ସୂଚନା ଅନୁସାରେ, ସୂର୍ଯ୍ୟନଗରରେ ରହୁଥିବା Continue Reading