Home Articles posted by odadmin (Page 956)
Odisha News
ଭୁବନେଶ୍ୱର, ୨୫/୨ : କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି।ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି।ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ Continue Reading
Odisha News
ଭୁବନେଶ୍ୱର,୨୫/୨: ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି।ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ୪ଥର କାର‌୍ୟ୍ୟ କରିଛନ୍ତି ଦେବାଶିଷ। ସେ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ Continue Reading
Odisha News
ମାଲକାନଗିରି, ୨୫/୨: ଛତିଶଗଡ଼ର କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ପ୍ରାଣ ହରାଇଥିବାର ଖବର ମିଳିଛି।ଏଣେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।Continue Reading
Odisha News
ବଲାଙ୍ଗିର, ୨୫/୨ : ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଘଇଉ) ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ସେଥିରେ ନାହିଁ ବଲାଙ୍ଗିର ଜିଲ୍ଲା ଲୋଇସିଂହ ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକର ନାଁ।ଫଳରେ ଏହି ଦୁଇ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ଆଜି ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଲୋଇସିଂହାକୁ ଏନ୍ଏସି ଘୋଷଣା କରା ନଯିବା ପ୍ରତିବାଦରେ ଏଠାରେ ବନ୍ଦ ଡାକରା ଦେଇଛି Continue Reading
National News
DEVBHUMI DWARKA, FEB 25 : Prime Minister Narendra Modi on Sunday inaugurated ‘Sudarshan Setu’, the country’s longest cable-stayed bridge of 2.32 km, on the Arabian sea connecting Beyt Dwarka island to mainland Okha in Gujarat’s Devbhumi Dwarka district. Modi began his day by offering prayers at Lord Sri Krishna temple at Beyt Dwarka. He later […]Continue Reading