Home Articles posted by odadmin (Page 91)
Odisha News Ollywood News
ଭୁବନେଶ୍ୱର,୨୫/।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍ ୱାଇଫ୍ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର । ଏନେଇ ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ପୁଷ୍କରାର ଅଭିନେତ୍ରୀ ସୁପ୍ରିୟାଙ୍କୁ ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚନା କରାଯାଇଥିବା ବେଳେ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା । ଅନ୍ୟପଟେ ମାଇଁ ସୁଇଟ୍ ହାଉସ୍ ୱାଇଫ୍ Continue Reading
Odisha News
ଭୁବନେଶ୍ୱର, ୨୫/୬ : ଆଜି ଓଡ଼ିଶା ରାଜନୀତିରେ ଏକ ବଡ଼ ଭୂକମ୍ପ ସୃଷ୍ଟି ହୋଇଛି । ସମସ୍ତଙ୍କ ମୁହଁକୁ ଚୁପ କରି ସୁଜାତା ରାଉତ ଓରଫ୍ ସୁଜାତା ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡ଼ିରେ ସାମିଲ ହେବା ପରେ ସୁଜାତା ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ।ସୁଜାତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ Continue Reading
National News
Venezuela, June 25 : Powerful back-to-back earthquakes that struck Venezuela on Wednesday evening killed at least 32 people and injured at least 700, the nation’s acting president said, as communities across the South American country sustained damage. Acting President Delcy Rodríguez warned the toll was expected to rise as rescuers search collapsed buildings and Continue Reading
Odisha News
ମାଲକାନଗିରି, ୨୫/୬: ସାପ ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ଛନକା ପଶିଯାଏ। ଆଉ ଯଦି ସାପ କାମୁଡ଼ିଦିଏ, କଥା ସରିଲା। ଭୟରେ ମଣିଷ ଅଧା ମରିଯାଏ। ହେଲେ ଏଭଳି ପରିସ୍ଥିତିରେ ଭୟ ନକରି ସାହସର ପରିଚୟ ଦେଇଛନ୍ତି ଜଣେ ମହିଳା।ସାପ କାମୁଡ଼ିବା ପରେ ସେ କେବଳ ସେହି ବିଷାକ୍ତ ସାପକୁ ଜୀବନ୍ତ ଧରିନାହାନ୍ତି, ବରଂ ତାକୁ ଏକ ବିସ୍କୁଟ ଡବାରେ ଭର୍ତ୍ତି କରି ଚିକିତ୍ସା ପାଇଁ ସିଧା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏଭଳି ଏକ ଅଜବ ତଥା ଚମକାଇ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ହୋଇଥିବା ଦୁର୍ନୀତି ଏବଂ ବିଭିନ୍ନ ଅଭିଯୋଗ କରି ସୋମବାର ଠାରୁ ଦୁଇ ଜଣ କାଉନ୍‌ସିଲର ଧାରଣାରେ ବସିଥିଲେ ।ତିନି ଦିନ ଧରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କତ୍ତୃପକ୍ଷ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ ।ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ […]Continue Reading
Odisha News
ପ୍ରସନ୍ନ କୁମାରପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୬: ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା, ରାଜ୍ୟରେ ପାଠ୍ୟପୁସ୍ତକ ବିତରଣରେ ଅବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ତ୍ରୁଟିକୁ ନେଇ ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାନୀତି ଓ ପରିଚାଳନାକୁ କଡ଼ା ସମାଲୋଚନା କରାଯାଇଥିଲା।ଜିଲ୍ଳା କଂଗ୍ରେସ ସଭାପତି ରାଜୀବ Continue Reading
Top Stories
 By Swagatika Mohapatra Bhubaneswar,  June 24: Kalinga Institute of Industrial Technology Deemed-To-Be-University (KIIT-DU) has securing an impressive 4th position in India among both government and private institutes in the Times Higher Education (THE) Sustainability Impact Rankings 2026, up from the 5th position last year. On a global scale, the University has Continue Reading
Top Stories
By Tapaswini Sahoo Bhubaneswar/Odisha, June 24 : ArcelorMittal Nippon Steel India (AM/NS India) marked International Yoga Day with guided yoga sessions across its Odisha operations, in alignment with this year’s global theme — “Yoga for Healthy Ageing.” The initiative, part of the company’s wellness programme “Wellness Revolution 2.0 – STEELing Your Health” reaffirmed Continue Reading
Odisha News
କେନ୍ଦ୍ରାପଡ଼ା, ୨୪/୬: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଜମ୍ମୁ ସାମୁଦ୍ରିକ ଥାନା ଅଧୀନ ରାମନଗରରେ ଜଣେ ବିଜେପି କର୍ମୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି।ସୂଚନା ଅନୁସାରେ ବିଜେପି କର୍ମୀ ତଥା ବୁଥ ସଭାପତି ତପନ ଦାସଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନଙ୍କର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି।ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ପୂଜକ […]Continue Reading