Home Articles posted by odadmin (Page 885)
Odisha News
ସୁନ୍ଦରଗଡ଼, ୨୬/୪: ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି।ଗୋଟିଏ ବାଇକ୍ ରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗାଁର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ […]Continue Reading
Odisha News
ସମ୍ବଲପୁର, ୨୬/୪ : ଘରେ ପଶି ଜଣେ ବ୍ୟକ୍ତି ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍। ପୁଲିସ ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି।ଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ Continue Reading
National News
KERALA,APR  26: Voting has started in the second phase of the Lok Sabha elections for 88 seats across 13 states. Prime Minister Narendra Modi has urged citizens, especially the young and women voters, to vote in “record numbers”. Several people have cast their votes, including BJP veteran and former Rajasthan Chief Minister Vasundhara Raje, author […]Continue Reading
Odisha News
ସୋନପୁର, ୨୫/୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ।ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ Continue Reading
National News
NEW DELHI, APR25: Taking cognisance for the first time of a model code violation complaint against a prime minister, the Election Commission on Thursday issued a notice to BJP president JP Nadda on the Opposition charge that Prime Minister Narendra Modi gave a divisive and defamatory speech in Rajasthan’s Banswara. Separately, the poll panel also […]Continue Reading
Odisha News
ଭୁବନେଶ୍ବର, ୨୫/୪: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି।ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ପରେ ଭୁବନେଶ୍ବର, ସମ୍ବଲପୁର ଓ ହୀରାକୁଦ ଦ୍ବିତୀୟ ସର୍ବାଧିକ Continue Reading
Top Stories
By A. K. Sahoo Bhubaneswar, April 25: Khanij Bidesh India Limited (KABIL) has signed a Memorandum of Understanding (MoU)with the Council of Scientific and Industrial Research – National Geophysical Research Institute (CSIR-NGRI) to foster a long-term collaboration in the field of geophysical investigations to bolster its ongoing projects and activities in critical Continue Reading
Bollywood Odisha News
ନୂଆଦିଲ୍ଳୀ, ୨୫/୪: ମହାଦେବ ଅନ୍ଲାଇନ୍ ଗେମିଂ ଏବଂ ବେଟିଂ ଆପ୍ଲିକେସନ ସହାୟକ କମ୍ପାନି ଫେୟାର୍ ପ୍ଲେ ଆପ୍ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର ୨୦୨୩ ସଂସ୍କରଣର ବେଆଇନ ପ୍ରସାରଣ ସମ୍ପର୍କିତ ମାମଲାରେ ମହାରାଷ୍ଟ୍ର ସାଇବର ବିଭାଗ ଦ୍ୱାରା ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ ଜାରି କରାଯାଇଛି।‘ବାହୁବଳୀ’ ସିନେମାରେ ଖୁବ୍ ଲୋକପ୍ରିୟତା ପାଇଥିବା ତମନ୍ନାଙ୍କୁ ଏପ୍ରିଲ୍ ୨୯ ତାରିଖରେ ଡକାଯାଇଛି।ଔଙଡଏହାପୂର୍ବରୁ ଉକ୍ତ ମାମଲାରେ ରାପର ତଥା ଗାୟକ Continue Reading