By Our Correspondent Bhubaneswar,Apr 28: In a significant development in the Odisha real estate sector, Harshpriya Neelachala, a collaboration between Harshpriya Group and Neelachala Homes, is excited to unveil “Solitaire,” a landmark project set to transform luxury living in the region. “Solitaire” merges the strengths and visions of both entities, Continue Reading
ଭୁବନେଶ୍ୱର ,୨୮/୪: ସାରା ରାଜ୍ୟକୁ କଲବଲ କରିବାରେ ଲାଗିଛି ପ୍ରଚଣ୍ଡ ଖରା। ଶନିବାର ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି।୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା Continue Reading
BY AKSHYA ROUT JAJPUR , APR 28: Minister and Sukinda MLA Pritiranjan Ghadei paid rich tributes to Utkal Gauraba Madhusudan Das on his birth anniversary Sunday. Notably, Das’ birthday anniversary is also observed as Lawyers’ Day in the state.Ghadei Said legendary figure, who is also known as the ‘Utkal Gauraba’ (Pride of Odisha), was born […]Continue Reading
By Biswanath Pradhan Bhubaneswar, April 28: XIM University, Bhubaneswar organised its eighth convocation on April 27, 2024 with great élan and grandeur. 421 undergraduate students were conferred with degrees in their respective disciplines. The undergraduate convocation ceremony stands as a pinnacle moment in the academic journey of every student in the University. It is a Continue Reading
ଭୁବନେଶ୍ବର, ୨୭/୪: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି।ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରି ଏବଂ ବାରିପଦାରେ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୩୩ଟି ସହରରେ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୭/୪ :ଆଜି ଦଶପଲ୍ଲାର ଆରାଧ୍ୟଦେବ ମହାବୀର ଙ୍କୁ ଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ନିଜର ହଜାର ହଜାର ଶୁଭେଚ୍ଛୁ ସମର୍ଥକଙ୍କ ସହ ଦଶପଲ୍ଲା ରୁ ବାହାରି ନୟାଗଡ଼ରେ ପହଞ୍ଚିବା କ୍ଷଣି ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ୍ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।ଏହି ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୪: ବୌଦ୍ଧ- କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି । ବିଭିନ୍ନ ସମୟରେ ପୁଲିସ ସହିତ ମାଓବାଦୀଙ୍କ ଗୁଳି ବିନିମୟ ଘଟିଥିବା ବେଳେ ବୌଦ୍ଧ ପୁଲିସ ବହୁମାଓସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି । ବୌଦ୍ଧଜିଲ୍ଲାରେ ମାଓବାଦୀ ସ୍ଥିତି ନେଇ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ଦିନ ବୌଦ୍ଧରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ତାଙ୍କ ସହିତ ଅପରେଶନାଲ Continue Reading
By Our Correspondent Bhubaneswar,Apr27: A community development project was inaugurated in Chitwan, Nepal on Friday with financial assistance from India. The Apron Dhungre Khola River Training Work Project constructed under ‘Nepal-India Development Cooperation’ was inaugurated by Avinash Kumar Singh, First Secretary at the Indian Embassy in Kathmandu. The Continue Reading
ଭୁବନେଶ୍ବର, ୨୭/୪: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓଡ଼ିଶା ସପ୍ତଦଶ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧାରୁ ଲଢ଼ିବେ।ଖୋର୍ଦ୍ଧାରେ କାଲୁ ଖଣ୍ଡାୟତଙ୍କ ସ୍ଥାନରେ ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଭରସା କରିଛି।ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୀତାଞ୍ଜଳି ସେଠୀ ଓ ଅଭିନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି।କେନ୍ଦ୍ରାପଡ଼ାରୁ Continue Reading
ଭୁବନେଶ୍ବର,୨୭/୪ : ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବଦଳରେ ପ୍ରାର୍ଥୀ ବଦଳାଇଛନ୍ତି।ସାମ୍ବାଦିକତାରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମବୁଦ୍ଧ ଦାସଙ୍କୁ ବିଜେଡି ଭୋଗରାଇ ଆସନରେ ଅବତୀର୍ଣ୍ଣ କରିଛି।ସେହିପରି ବିଜେଡି ଖୋର୍ଦ୍ଧାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ଖୋର୍ଦ୍ଧାରେ ବିଜେଡି ରାଜେନ୍ଦ୍ର ସାହୁ ଓ Continue Reading




