Home Articles posted by odadmin (Page 82)
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୭/୧୧ : ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ଜଲେଶ୍ୱର ତହସିଲ୍ ଅଧୀନ ଚାଲନ୍ତି ଅଞ୍ଚଳରେ ଅବୈଧ ବାଲି ଉତ୍ଥାନ ଓ ପରିବହନ ବିରୋଧରେ ଏକ ଅକସ୍ମାତ୍ ଚଢ଼ଉ କରିଛନ୍ତି।ଏହି ଯୁଗ୍ମ ଅଭିଯାନର ନେତୃତ୍ୱ କରିଛନ୍ତି କଳେକ୍ଟର ଶ୍ରୀ ସୂର‌୍ୟ୍ୟବଂଶୀ ମୟୂର ବିକାଶ, ଏସ୍.ପି. ଶ୍ରୀ ପ୍ରତ୍ୟୁଷ ଦିବାକର, ଉପ ଜିଲ୍ଲାପାଳ ଶ୍ରୀ ଶିଭ ମାଳବିୟ ଓ ଡି ଏସ ପି ସିଟି ମନିଷା ଶୌଗୁନ୍। ତହସିଲଦାର, ଜଲେଶ୍ୱର ଶ୍ରୀ ସତ୍ୟଜିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧୧ : (ଗୁରୁବାର) ଦିନ ସକାଳ ୯ ଘଟିକା ସମୟରେ ବୌଦ୍ଧ ସହର ମର୍ଜାକୁଦ ନିକଟରେ ଥିବା ମହାନଦୀ ପରିବେଷ୍ଟିତ କୁଲାରୀ କୁଦକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଏବଂ ଟିମ । ଆଜି ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ପ୍ରସ୍ତାବିତ ଇକୋ ଟୁରୀଜମ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ Continue Reading
Top Stories
By Sudam Patra Balasore, Nov. 27: In a major crackdown on illegal sand transportation, the Balasore district administration late last night seized 28 sand-laden highway vehicles during a surprise raid at Jaleswar, officials said. The operation was jointly led by District Collector Suryavansi Mayurvikas (IAS), Sub-Collector Siv Malvya (IAS), Superintendent of Police Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୭/୧୧ : ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।ସେହିଭଳି ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ତତ୍ ସହିତ କର୍ମଚାରୀ ମଧ୍ୟ କଳା ବ୍ୟାଚ ପିନ୍ଧି କାର୍ଯ୍ୟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୭/୧୧ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଜଟଣୀ ଏବଂ ଛତିଶଗଡ଼ ଭୂ-ସ୍ଥାନିକ ନିର୍ଦ୍ଦେଶାଳୟ ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶାଳୟ ୨୫ ନଭେମ୍ବର ୨୦୨୫ରେ ଭୂ-ସ୍ଥାନିକ, ଭୂ-ସୂଚନାବିଜ୍ଞାନ, ମ୍ୟାପିଂ ପ୍ରଯୁକ୍ତି ଯୁକ୍ତିବିଦ୍ୟା ଏବଂ ଭୂ-ସ୍ଥାନିକ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।ଆଇଆଇଟି ଭୁବନେଶ୍ବରର ଡିନ୍ (ପ୍ରାୟଜିତ Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର ଆଜିର ଏହି ଐତିହାସିକ ଦିନ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧୧ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଜଜ୍ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍ ଯୋଗଦେଇ ସମ୍ବିଧାନର ଗୁରୁତ୍ଵ ଉପରେ ଆଲୋଚନା କରିବା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓଡ଼ିଶାରେ ପହଁଚିଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ ।ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର Continue Reading