Home Articles posted by odadmin (Page 83)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭ : ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ କାର୍ଯ୍ୟକ୍ରମ ଅନୁସାରେ ଆଜି ବୌଦ୍ଧ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ – ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୌଦ୍ଧ, ବିଭୂତି ଭୂଷଣ ନାୟକଙ୍କ ଦ୍ଵାରା ଆଜି ମୁଖ୍ୟାଳୟ ସଦ୍ଭାବନା ସଭାଗୃହରେ ଇ ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଆଜକୁ ଦୀର୍ଘ ୫ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ।ଶୁଖିଥିବା ନଦୀ, ନାଳ, ପୋଖରୀ, କୂଅ ସବୁ ପରିପୂର୍ଣ୍ଣ ହୋଇ ବିପଦ ସଂକେତ ଆଡ଼କୁ ଗତି କଲାଣି,ଏହି ଲଗାଣ ବର୍ଷା ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି ।ଲୋକେ ଘରୁ ବାହାରକୁ ବାହାରି କୌଣସି କାର‌୍ୟ୍ୟ […]Continue Reading
Odisha News
କଟକ, ୫/୭ : କଟକର ନରାଜ ନିକଟ ମହାନଦୀରେ ଅଘଟଣ । ମହାନଦୀ ଭିତରେ ଥିବା ବୁଢା ଵନ୍ଧରେ ବୁଲୁଥିବା ସମୟରେ ହଠାତ୍ ପାଣି ବଢି ଯିବାରୁ ତିନି ଜଣ ଯୁଵକ ଭାସି ଯାଇଥିଲେ ।ବୁଢା ବନ୍ଧଟି ମହାନଦୀ ଭିତରେ ରହିଛି ଓ ଲଗାଣ ବର୍ଷା ଯୋଗୁଁ ବୁଢା ବନ୍ଧ ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥିଲା । ସେହ ସମୟରେ ଯୁବକମାନେ ସେଠି ବୁଲି ମଜା ନେଉଥିବା ବେଳେ ପାଣି ସୁଅ ଓ ଶିଉଳି ଯୋଗୁଁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭ : ଖୋରଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଜମି କ୍ରେତାଙ୍କୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମୁକୁନ୍ଦପ୍ରସାଦ ମୌଜା ଚାଚେରା ସାହି ସମ୍ମୁଖରେ ଥିବା ଗୋଶାଳା ଜମି ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି।ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ଭିଲେଜ କୋଅର୍ଡିନେସନ କମିଟି ସଭାପତି ନାରାୟଣ ଦାଶ, ଖୋରଧା ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ Continue Reading
National News
NEW DELHI, JULY 5 : The Centre has issued a stern notice to Meta over the alleged presence of Child Sexual Exploitative and Abuse Material (CSEAM) in paid advertisements on Instagram and sought a detailed explanation from the technology company within seven days, sources said on Sunday. The Ministry of Electronics and Information Technology (MeitY) […]Continue Reading
Odisha News
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/ ୭:ଶୁକ୍ରବାର ପୂର୍ବାହ୍ନ ଘ. ୧୦. ୩୦ ମି. ସମୟରେ ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷକତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମାନ୍ୟବର ସାଂସଦ,ପୁରୀ ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ,କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭: ଶନିବାର ଉପନିବନ୍ଧକ ସମବାୟ ସମିତି ସମୂହ ଖୋରଧା ବିଭାଜନ ଖୋରଧାଙ୍କ ଅନୁକୁଲ୍ୟରେ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ସମବାୟ ସପ୍ତାହ -୨୦୨୬ ରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତ ର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭ : ଅବୈଧ ମାଦକ କାରବାର ବିରୋଧରେ ବୌଦ୍ଧ ଜିଲ୍ଲା ପୋଲିସର ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗତ ଜୁନ୍ ମାସରେ ‘ଅପରେସନ୍ ଦହନ’ ଅନ୍ତର୍ଗତ ଜିଲ୍ଲା ପୋଲିସ ୯୭ଟି ଏନ୍‌ଡିପିଏସ୍ ମାମଲାରେ ଜବତ ହୋଇଥିବା ୩୭,୪୮୪ କିଲୋଗ୍ରାମ ୮୮୫ ଗ୍ରାମ ଗଞ୍ଜେଇକୁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ସଫଳତାର ସହ ଧ୍ୱଂସ କରିଛି।ଏନ୍‌ଡିପିଏସ୍ ଆଇନର ଧାରା ୫୨ଏ ଅନୁଯାୟୀ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବା ପରେ ସ୍ୱଚ୍ଛ […]Continue Reading