ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୮/୧୦ : ଆଜି କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ।ଗଜପତି ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ୍ ର ପ୍ରଭାବ ଘନୀଭୂତ ହୋଇଛି । ସାରା ଜିଲ୍ଲାରେ ଗତ ୨ଦିନ ଧରି ଅବିରାମ ପବନ ବର୍ଷା ଲାଗିରହିଁଛି ।ଏହି ଅବସରରେ ବାତ୍ୟା Continue Reading




