Home Articles posted by odadmin (Page 8)
National News
NEW DELHI, DEC 16 : In a show of support for the people of Palestine, Congress MP Priyanka Gandhi Vadra on Monday carried a bag to Parliament that had “Palestine” emblazoned on it. The Congress general secretary has been raising her voice against Israel’s actions in Gaza and expressing solidarity with Palestinians. Gandhi was seen […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨ : ବଲାଙ୍ଗିର ଜନକଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜ ଙ୍କ ଆବାହନ କ୍ରମେ,ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁ ଙ୍କର ଅଧ୍ୟକ୍ଷତା ରେ ଜିଲ୍ଲାର ସମସ୍ତ ବ୍ଲକ ର ଶିକ୍ଷକ ପ୍ରତିନିଧି ମାନଙ୍କର ଉପସ୍ଥିତି ରେ ତଥା ମଧୁ ସୁଦନ ନାୟକ ଙ୍କ ମଂଚ ପରିଚାଳନା ରେ ବାର୍ଷିକ ବୈଠକ ତଥା ସ୍ମୁତି ଦିବସ ପାଳିତ ହୋଇଯାଇଛି।ଏହି ସଭାରେ,ଜିଲ୍ଲା ଶିକ୍ଷକ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨ : ବଲାଙ୍ଗିର ଜେ.ଏସ୍.ଏମ କଳା,ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟର ୪୬ ଛାତ୍ରଛାତ୍ରୀ ଓ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦୁଇଦିନିଆ ଶିକ୍ଷା ଯାତ୍ରାରେ ଭାଇଜାଗ୍(ଭିଶାଖାପଟ୍ଟନମ)ଯାଇଥିଲେ। ବଲାଙ୍ଗିର ଜେଏସଏମ କଲେଜ ରୂ ବିଶାଖାପାଟଣା ସୁଦୂର ସୁନ୍ଦର ଐତିହାସିକ ଶିକ୍ଷା ଯାତ୍ରା ଛାତ୍ର ଛାତ୍ରୀ ମାନଙ୍କ ମାନସିକ ବିକାଶ ର ଏକ ଯାତ୍ରା।ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୬/୧୨ : ଉପନିଷଦ ର ଆଖ୍ୟରିକ ଅର୍ଥ ହେଲା ଗୁରୁଙ୍କ ଅତି ନିକଟରେ ବା ପାଦ ତଳେ ବସି ଶିଷ୍ୟ ର ଜ୍ଞାନ ଆହରଣ । ଥିଙ୍କର୍ଶ କ୍ଲବ ର ୧୦୮ ତମ ଆଭାସି ଆଲୋଚନା ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଡାକ୍ତର ଗୋପାଳ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭଗବତ ଗୀତାରେ ଉପନିଷଦ ରହସ୍ୟ ବିଷୟରେ ସାର ଗର୍ଭକ ଆଲୋଚନା କରିଥିଲେ ।ଉପନିଷଦ ଜୀବନ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୧୨ : ରବିବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ରେଲୱେ ପ୍ଲାଟଫର୍ମ ରେ ପହଂଚି ଥିଲେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ।ସେଠାରେ ରେଲୱେ ଷ୍ଟେସନ ଓଭର ବ୍ରିଜ, ଯାତ୍ରୀ ବିଶ୍ରାମା ଗାର, ଯାତ୍ରୀ, ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥବା ଶୌଚାଳୟ ଓ ପାନୀୟ ଜଳ ସହ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତାକାମ, ରେଲୱେ କର୍ମଚାରୀ ଙ୍କ କ୍ୱାଟର, ଯାତ୍ରୀ […]Continue Reading
Odisha News
ଓଡ଼ିଶା, ୧୬/୧୨ : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ।ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତର ପ୍ରକୋପ ଯୋଗୁ ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରହିଛି। ଅଭୟାରଣ୍ୟର କୋର ଇଲାକାର […]Continue Reading
Odisha News
ଭୁବନେଶ୍ୱର, ୧୬/୧୨ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ପବିତ୍ର ଦିନରେ ଠାକୁରଙ୍କୁ ଧନୁ ମୁଆଁ ଭୋଗ ହୋଇଥାଏ। ଶ୍ରୀ ମନ୍ଦିରରେ ଆଜି ଠାରୁ ପହିଲି ଭୋଗ ନୀତି ଆରମ୍ଭ ହୁଏ।ମହାପ୍ରଭୁଙ୍କୁ ଗୋପାଳବଲ୍ଲଭ ଭୋଗ ପରେ ପହିଲି ଭୋଗ ନୀତି କରାଯାଏ। ଏହି ନୀତି ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ। ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ମକର ସଂକ୍ରାନ୍ତିର […]Continue Reading
National News
BENGALURU, DEC 16 : In a concerning trend, cyber criminals are now targeting public mobile phone charging stations to steal users’ sensitive data, cyber security experts warn. The growing threat involves the use of USB charging ports, commonly found in public places such as airports, bus stands, railway stations, cafes and hotels. USB ports are […]Continue Reading
Seo wordpress plugin by www.seowizard.org.