Home Articles posted by odadmin (Page 795)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଦେବଗିରି ବନ ରେଞ୍ଜ ଆନୁକୂଲ୍ୟରେ ଭୋୟା ପାହାଡ ପରିସରରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳନ ଅବସରରେ ସଚେତନତା ସଭା , ସମୂହ ଶପଥ ପାଠ , ଚାରା ବଣ୍ଟନ ଯାନ ଶୁଭାରମ୍ଭ ଏବଂ ମେଗା ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୭: ଭାରତ ସରକାରଙ୍କ ପକ୍ଷରୁ ୩ ଟି ନୂତନ ଅପରାଧିକ ଆଇନ ଅଣାଯାଇଛି । ବ୍ରିଟିଶ ଅମଳରୁ ଚଳି ଆସୁଥିବା ଆଇନ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ି ଏବେ ତାହାର ସ୍ଥାନ ନେଇଛି ସମ୍ପୂର୍ଣ ନୂତନ ସ୍ୱଦେଶୀ ନ୍ୟାୟ ବ୍ୟବସ୍ଥା ।ଏହି ୩ଟି ନୂତନ ଅପରାଧିକ ଆଇନ ହେଉଛି (୧):- ଭାରତୀୟ ନ୍ୟାୟ ସଂହିତା (୨):- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ(୩):- ଭାରତୀୟ ସାକ୍ଷ୍ୟ ଅଧିନିୟମ ।ଏହି ୩ଟି ନୂତନ ଅପରାଧିକ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୭: ଗଜପତି ଜିଲ୍ଲା ବ୍ୟାପୀ ଦୀର୍ଘ ୨ ମାସ ଧରି ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ -୨୦୨୪ ପ୍ରଚାର ରଥର ଶୁଭାରମ୍ଭ ଆଜି ସିଡିଏମଓ: ଡ଼ାଃ ଏମ: ମୁବାରକ ଅଲ୍ଲୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ବର୍ଷା ମାସରେ ଅଧିକାଂଶରେ ଲୋକଙ୍କୁ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ରୋଗ ହୋଇଥାଏ । ନାଳ ଓ ପରିବେଶ ସଫାସୁତୁରା ନ ରହିବା ଫଳରେ ସେଠାରେ ମଶା ମାଛିଙ୍କ ବଂଶ ବୃଦ୍ଧି ହେବାରେ […]Continue Reading
National News
NEW DELHI, JULY 2 : Prime Minister Narendra Modi began his reply to the Motion of Thanks by the President in the Lok Sabha amid chants of ‘Manipur, Manipur, Justice for Manipur’ from the Opposition. Demanding justice for Manipur, the Opposition stormed into the Well of the House during the Prime Minister’s speech. Chanting slogans […]Continue Reading
Odisha News
ପୁରୀ,୨/୭: ରଥଯାତ୍ରା-୨୦୨୪ ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ବୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି।ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଥର Continue Reading
Odisha News
ଭୁବନେଶ୍ବର,୨/୭: ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ।ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ Continue Reading
Odisha News
ଢେଙ୍କାନାଳ,୨/୭: ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍ ଯୋଜନା। ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ସରକାର ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ, ଜଣାନାହିଁ। କିନ୍ତୁ ଦେଖାଯାଇଛି ଯେ ଏ ବସ୍ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି।ଢେଙ୍କାନାଳ ବସ୍ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା Continue Reading